(ରାଜ୍ୟ ସରକାର O. B. C. ମାନଙ୍କ ପ୍ରତି ବୈମାତୃକ ମନୋଭାବ ବିରୋଧ ରେ ଜ଼ିଲ୍ଲା ପରିକ୍ରମା କଲା O B C ରଥ )
ଜଗତସିଂହପୁର
ତା =11/4/23
ରାଜ୍ୟ ରେ ନେତୃତ୍ୱ ସରକାର OBC ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି | ରାଜ୍ୟରେ 54 ପ୍ରତିଶତ OBC ବର୍ଗର ଜନ ସାଧାରଣ ବସବାସ କରୁଥିବା ବେଳେ ରାଜ୍ୟରେ ନିଯୁକ୍ତି, ଶିକ୍ଷା, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ତା ରେ ସଂରକ୍ଷଣ ଭିତିରେ OBC ବର୍ଗକୁ ସେମାନଙ୍କ ର ଉଚିତ ପ୍ରାପ୍ୟ ଦେଉନାହାନ୍ତି |ଏହା ବିରୋଧ ରେ ଭାରତୀୟ ଜନତା ପାଟି OBC ମୋର୍ଚ୍ଚା ରାଜ୍ୟ ସଭାପତି ଙ୍କ ନିର୍ଦେଶ ରେ OBC ବର୍ଗର ଜନ ସାଧାରଣ ଙ୍କୁ ଉଚିତ ପ୍ରାପ୍ୟ ନିମନ୍ତେ ବ୍ୟାପକ ଜନ ସଚେତନତା ମଧ୍ୟ୍ୟମ ରେ OBC ରଥ ଜଗତସିଂହପୁର ଜ଼ିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରୁଛି | ଭାରତୀୟ ଜନତା ପାଟି OBC ସେଲ ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ଶିବ ପ୍ରସାଦ ଦାସ, ପ୍ରମୁଖ ଏହା ର ନେତୃତ୍ୱ ନେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 21, 2026/
No Comments



