ଜଙ୍ଗଲ ଛାଡି ଜଙ୍ଗଲି ଜନ୍ତୁ ସହର ଓ ଗ୍ରମାଭିମୁଖି, ଲୋକେ ଆତଙ୍କିତ

ଜଙ୍ଗଲ ଛାଡି ଜଙ୍ଗଲି ଜନ୍ତୁ ସହର ଓ ଗ୍ରମାଭିମୁଖି, ଲୋକେ ଆତଙ୍କିତ।

କେନ୍ଦୁଝର ଜିଲ୍ଲା ଏକ ଖଣିଜସମ୍ପଦ ଭରା ତଥା ବଣ ଜଙ୍ଗଲ ପାହାଡ ପରିବେଷ୍ଟିତ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ପ୍ରଜାତିର ବିରଳ ଓ ଐତିହ୍ୟ ପଶୁପକ୍ଷୀଙ୍କ ସହ ସରୀସୃପ ପ୍ରଜାତିର ଜୀବଜନ୍ତୁ ବାସ କରିଥାନ୍ତି।ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଅତ୍ୟଧିକ ମାତ୍ରାରେ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟଜନ୍ତୁ ଏବେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବାର ଦେଖା ଯାଇଛି। କେତେବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଥିବା ହାତୀ ଗ୍ରାମ ମଧ୍ୟକୁ ପ୍ରବେଶ କରି ଲୋକଙ୍କ ବ୍ୟାପକ କ୍ଷତି କରୁଥିବା ବେଳେ କେବେ ରାସ୍ତା ମଝିରେ ଉତ୍ପାତ କରୁଥିବା ବେଳେ ଅନେକ ସମୟରେ ମଣିଷ ତା ହାବୁଡ଼ରେ ପଡ଼ି ମୃତ୍ତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଥାଏ। ପୁଣି ଭାଲୁ,ବାରାହା ଆଦି ଜନ୍ତୁ ଗୁଡ଼ିକ ମଧ୍ୟ ଜଙ୍ଗଲରୁ ଗାଁ ମଧ୍ୟକୁ ପଶି ଆସୁଛନ୍ତି। ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳୁ କେନ୍ଦୁଝର ଜିଲ୍ଲାର ସଦର ଥାନା ତଥା ସଦର ରେଞ୍ଜ ଅନ୍ତର୍ଗତ ପଦ୍ମପୁର ଯୋଗୀମଠ ନିକଟରେ ଏକ ଜଂଗଲୀ ଭାଲୁ ଆତଙ୍କ ଖେଳାଇ ଦେଇଥିବା ସୂଚନା ରହିଛି। ସୂଚନା ଅନୁଯାୟୀ ଭାଲୁଟି ପାଖ ଗ୍ରାମଦେଇ ଯାଉଥିବା ବେଳେ ଲୋକେ ଭୟଭୀତ ହୋଇ ହୋ ହାହ୍ଲା କରିବାରୁ ଭାଲୁଟି ରାସ୍ତା ଭୁଲିଯାଇ ବିଲ ମଧ୍ୟରେ ଦୌଡ଼ିବାକୁ ଲାଗିଲା। ପରେ ସ୍ଥାନୀୟ ବନ ବିଭାଗର ନର୍ସରୀରେ ପଶିଆସି ଅଟକି ଯାଇଥିଲା। ସୂଚନା ପାଇ ବନ କର୍ମଚାରୀ ଉକ୍ତ ସ୍ଥାନକୁ କଡନ କରି ରଖିଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ରାତି ପର୍ଯ୍ୟନ୍ତ ଭାଲୁଟି ଲୋକଙ୍କ ଠାରୁ ସୁରକ୍ଷିତ ରହିଲେ ନିଜେ ଜଙ୍ଗଲକୁ ଚାଲିଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅବାଧ ଗଛକଟା ସାଙ୍ଗକୁ ଜଙ୍ଗଲ ନିଆଁ ଯୋଗୁ ବନ୍ୟଜନ୍ତୁ ମାନେ ଏବେ ଜଙ୍ଗଲରେ ନିଜକୁ ସୁରକ୍ଷିତ ମଣୁ ନଥିବା ବେଳେ ତାଙ୍କ ପାଇଁ ଖାଦ୍ୟାଭାବ ଦେଖା ଯାଉ ଥିବାରୁ ଜଙ୍ଗଲ ଜନ୍ତୁ ଜନବସତି ମୁହାଁ ହେଉଥିବା ପ୍ରକୃତିପ୍ରେମୀ ମତ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବ୍ୟାପକ ଖଣି ଖନନ ଓ ଖଣିଜ ଉତ୍ତୋଳନ ଦ୍ୱାରା ବନ୍ୟଜନ୍ତୁ ମାନେ ଏକ ପ୍ରକାର ବାସହରା ହେବା ସହ ଖାଦ୍ୟ ର ଅଭାବ ଯୋଗୁ ଏବେ ସହରମୁହାଁ । ଯାହା ମନୁଷ୍ୟ ଓ ବନ୍ୟଜୀବ ଜନ୍ତୁଙ୍କ ମଧ୍ୟରେ ସଂଘର୍ଷର ଅନ୍ୟ କାରଣ ପାଲଟିଥିବା ବେଳେ କେତେବେଳେ ମନୁଷ୍ୟ ଜଙ୍ଗଲି ପଶୁପକ୍ଷୀଙ୍କ ଶିକାର କରୁଛି ତ ଆଉ କେତେବେଳେ ମନୁଷ୍ୟ ଏହି ଜଙ୍ଗଲି ଜୀବଜନ୍ତୁଙ୍କ ନିଜେ ଶିକାର ହେଉଥିବା ଅନେକ ସମୟରେ ଦେଖିବାକୁ ମିଳିଥାଏ। ସରକାର ଯେପରି ଭାବେ ରାଜସ୍ବ ଆଦାୟ ଲକ୍ଷ ରଖି ଜଙ୍ଗଲକୁ ଖଣିଜ ଉତ୍ତୋଳନ ପାଇଁ ବହୁ ରାଷ୍ଟ୍ରୀୟ ଖଣି କମ୍ପାନୀକୁ ଲିଜ୍ ଦେଉଛନ୍ତି ଏବଂ ଉକ୍ତ କମ୍ପାନୀ ମାନେ ଜଙ୍ଗଲ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କେବଳ ନିଜର ଲାଭଖୋର ମନୋଭାବ ଓ ନିଜର ସ୍ବାର୍ଥସାଧନ ପାଇଁ ହିଁ ତତ୍ପର ରହିଛନ୍ତି, ଯଦି ଏପରି ହିଁ ଚାଲେ ହେଲେ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ ଅନେକ ବନ୍ୟଜନ୍ତୁ ବିଲୁପ୍ତ ହୋଇ ହୋଇଯିବା ସହ ଆଗାମୀ ଦିନରେ ଏହି ଜଙ୍ଗଲି ଐତିହ୍ୟ ପଶୁପକ୍ଷୀଙ୍କ ନାମ କେବଳ ପିଲାଙ୍କ ପାଠପଢ଼ା ବହିରେ ସୀମିତ ହୋଇ ରହିଯିବ ବୋଲି ପରିବେଶବିତ୍ତ ମାନେ ଆଶଙ୍କା କରିଛନ୍ତି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech