ପ୍ରମିଳା ମଲ୍ଲିକଙ୍କୁ ମିଳିଛି ଦୁଇଟି ନୂଆ ଦାଇତ୍ୱ। ଗତକାଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଦାଇତ୍ୱ ଭାର କାହାକୁ ଯିବ ପ୍ରଶ୍ନ ସୃଷ୍ଟି ହେଉଥିଲା। ରାଜ୍ୟ ସରକାର ଏହି ଦାଇତ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମାଲିକଙ୍କୁ ଦେଇଛନ୍ତି।


April 21, 2026/
No Comments



