କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି, ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତାଙ୍କ ସମାଧିରେ ଫୁଲ ଅର୍ପଣ କରିଛନ୍ତି । ତାଙ୍କ ସ୍ମୃତିରେ ଏଠାରେ ଏକ ସ୍ମାରକ ନିର୍ମାଣ କରାଯାଇଛି ।
ଆଜି ରାଜୀବ ଗାନ୍ଧିଙ୍କର ୩୨ ତମ ମୃତ୍ୟୁ ବାର୍ଷିକୀ । ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କୁ 21 ମଇ 1991 ରେ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା ।


June 27, 2026/
No Comments



