ବାହାନଗା ଟ୍ରେନ୍ ଦୁର୍ଘଟଣାର ଆସିଲା ସାଂଘାତିକ ସତ, ସିଆର୍ଏସ୍ ତଦନ୍ତ ରିପୋର୍ଟରେ ସିଗ୍ନାଲ୍ ତ୍ରୁଟିକୁ ଦାୟୀ କରାଗଲା, ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା, ଟ୍ରାକ୍ରେ କୌଣସି ତ୍ରୁଟି ନଥିଲା ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ।
ବାହାନଗା ଟ୍ରାଜେଡି: ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦୋଷାରୋପ, ସିଆର୍ଏସ୍ ତଦନ୍ତ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ବି ଦାୟୀ କରାଗଲା।





