ମହାନଦୀ ନେଇ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂଦେଓଙ୍କ ପ୍ରତିକ୍ରିୟା
‘ଉଭୟ ରାଜ୍ୟ ଚାହିଁଲେ ଆପୋଷ ବୁଝାମଣାରେ ସମାଧାନ ହୋଇପାରିବ’।‘ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ପରିସ୍ଥିତି ହୋଇଛି’।ସମନ୍ୱୟ ଅଭାବରୁ ମାମଲା ଟ୍ରିବ୍ୟୁନାଲକୁ ଯାଇଛି- ଟିଏସ୍ ସିଂଦେଓ’। ‘କୌଣସି ରାଜ୍ୟ ନିଜ ହିତରୁ ବାହାରେ କାର୍ଯ୍ୟ କରିପାରିବେ ନାହିଁ। ‘ଉଭୟ ରାଜ୍ୟର ସ୍ୱାର୍ଥ କଥା ଆଲୋଚନା କରି ସମାଧାନ ଆବଶ୍ୟକ’।‘ଛତିଶଗଡ଼ରୁ ପାଣି ଆସୁଛି, ଓଡ଼ିଶାରେ ପ୍ରବାହିତ ହେଉଛି’। ଉଭୟ ରାଜ୍ୟର ପାଣି ଉପରେ ଅଧିକାର, ଆପୋଷ ସମାଧାନ ସମ୍ଭବ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


