ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖ ରେ ବଳଦେବଜୀଉ ଭଜନ ସନ୍ଧ୍ୟା ପକ୍ଷରୁ ପଞ୍ଚୁକ ଉପଲକ୍ଷେ ପ୍ରତ୍ୟେକ ଦିନ ମଙ୍ଗଳ ଆଳତି ଓ ସନ୍ଧ୍ୟା ଆଳତି ସମୟରେ ଭଜନ ପରିବେଷଣ କରାଯାଉଛି। ଭଜନ ପରିବେଷଣ ରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ରଞ୍ଜିତ କୁମାର ହୋତା, ଉମାଶଙ୍କର ଜେନାମଣି, ପୂର୍ଣଚନ୍ଦ୍ର ପାତ୍ର,ସରୋଜ ପ୍ରଧାନ,ଉତ୍ତମ ଦାସ, ସ୍ମିତାରାଣୀ ନନ୍ଦ, ବିଷ୍ଣୁପ୍ରିୟା ହୋତା, ଭାନୁମତୀ ପାଣି ବଳଭଦ୍ର ମହାପାତ୍ର, ସଂଯୁକ୍ତା ଦାସ ଏବଂ ତାବଲା ବାଦକ ଅଶୋକ ଦଳେଇ,କ୍ୟସିଓ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।




