କାଙ୍କଡପାଳ ରଜ ମହୋତ୍ସବ 2025
କାଙ୍କଡ଼ପାଳ – ତା – 14/06/2025 ରିଖ ଠାରୁ 16/6/2025 ତିନି ଦିନଧରି ତାସ୍ ଖେଳ ପ୍ରତିଯୋଗୀତା ରେ 32 ଜଣ ଖେଳାଳି ମାନଙ୍କୁ ଧରି ଶ୍ରୀ ଶ୍ରୀ ରାଧାକୃଷ୍ଣ ମଣ୍ଡପ ରେ ପ୍ରତିଯୋଗୀତା ଆୟୋଜିତ କରା ଯାଇଥିଲା ଓ ତିନି ଦିନ ଧରି ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯାଇଥିଲା ।ପ୍ରତିଯୋଗୀତା ଶେଷରେ :-ପ୍ରଥମ ସ୍ଥାନ ରେ – ମଧୁସୂଦନ ଦାସ ଓ ଦୁର୍ଯ୍ୟୋଧନ ସାହୁ,ଦ୍ବିତୀୟ ସ୍ଥାନ ରେ – ବାପୁଜୀ ପଣ୍ଡା ଓ ଗିରିଶ ଦାସ,ତୃତୀୟ ସ୍ଥାନ ରେ – ମହାଦେବ ଷେଣ୍ଢ ଓ ସଞ୍ଜୟ ଦାସ ବିଜୟ ହାସଲ କରିଥିଲେ ।ଏହାକୁ କାଙ୍କଡପାଳ ର ଯୁବକ ମାନେ ସୁଚାରୁ ରୂପେ ସଫଳ ମଣ୍ଡିତ କରିଥିଲେ ।




