
ଯାଜପୁର କଳିଙ୍ଗନଗର ବାରାଗାଡିଆ ଠାରେ ଆଜି ନୁଆ ଯାତ୍ରା ରୁତୁ ପାଇଁ ଧଉଳି ର ଆଖାଡା ପୂଜା ଚଣ୍ଡି ପୂଜା ରେ ଯାତ୍ରା ଧଉଳି ର ପ୍ରଯୋଜକ ବିଶ୍ଵଜିତ ରାଜ ଓ ତାଙ୍କର ଧର୍ମପତ୍ନୀ ମଧୁସ୍ମିତା ରାଜ ଚଣ୍ଡି ପୂଜା ଅର୍ଚ୍ଚନା କରିଥିଲେ। ସୂଚନା ମୁତାବକ ଯାତ୍ରା ରୁତୁ ପାଇଁ ନୁଆ ଯାତ୍ରା ବହି ଧଉଳି ଗଣନାଟ୍ୟ ର ମାଲିକ ବିଶ୍ଵଜିତ ରାଜ ଯାତ୍ରା ଧଉଳି କଳାକାରମାନଙ୍କର ଆଖାଡା ପୂଜା ଅର୍ଚ୍ଚନା ଅନୁଷ୍ଠିତ କରିଛନ୍ତି । ଏବଂ ଯତ୍ରା ଧଉଳି ଗଣନାଟ୍ୟ ଏବର୍ଷ ନୁଆ ରୂପ ନୁଆ ଢଙ୍ଗରେ ଚାଲିଵ ଚଣ୍ଡା ସୋକ,କିଏ କାନ୍ଦେନା ହାତ ଟେକ,ଆଉ ଗୋଟିଏ କଳା ସାନ୍ତେ ହୋ ଅଛ କେମନ୍ତେ ଏହି ନାଟକ ହେବ। ଏବଂ ଚଣ୍ଡା ସୋକ ନାଟକ ହର ବାରିକି ଲେଖକଙ୍କ ର ଏହି ନାଟକ ଟି ବହୁ ଚର୍ଚ୍ଚିତ ଚମତ୍କାର କରୁଛି କରିବ। ଓଡ଼ିଶାର କଥା ଓଡିଆ ଙ୍କ କଥା ଏହି ନାଟକ ଟି ଭଲ ପ୍ରଦର୍ଶନ କରିବ ସାରା ଓଡିଶାରେ । ଏହି ପରି ମଲଟି ମିଡିଆ ଟିମି ହେଉଛି ଯାତ୍ରା ଧଉଳି ଗଣନାଟ୍ୟ କିପରି ସାରା ଓଡ଼ିଶାରେ ପରିଚିତ ହେବ ପ୍ରଥମ କରି ଯାତ୍ରା ଧଉଳି ଗଣନାଟ୍ୟ ସେଥିପାଇଁ ଯାତ୍ରା ଧଉଳି ର ଧଳା ଗୋଡା ଦେଖିବାକୁ ମିଳିଛି ଏହି ଗୋଡାରେ ଅଶୋକ ଯିଏ ଯୁଦ୍ଧ କରିବାକୁ ଗୋଡାରେ ବାହାରି ବେ ନୂଆ ରୂପ ରଙ୍ଗରେ ଦେଖିବେ ଖାଲି ଯାତ୍ରା ଧଉଳି କେବଳ ପ୍ରଯୋଜକ ବିଶ୍ଵଜିତ ରାଜ ଙ୍କ ପାଇଁ। ଏବର୍ଷ ଯାତ୍ରା ରୁତୁ ର ନୁଆ ନାଟକ ଚଣ୍ଡା ସୋକ ,ର ସବୁଠୁ ବଡ ମନୋରଞ୍ଜନ ଯାତ୍ରା କାର୍ଯ ଏ ବର୍ଷ ନାଟକ ଚଣ୍ଡା ସୋକ ହେଉଛି ଅଶୋକ ର କଥା ଯେଉଠି କି ସାରା ଓଡିଶା ରେ ଯାତ୍ରା ଜଗତରେ ପ୍ରଥମ ଗୋଡା ଦେଖିବାକୁ ମିଳିଛି ଗୋଡା ଅଶୋକର କଥା ଯୁଦ୍ଧର କଥା ଏସବୁ ନେଇ ଯାଜପୁର ଜିଲ୍ଲାର କଳିଙ୍ଗନଗର ବାରଗାଡିଆ ର ପ୍ରଯୋଜକ ବିଶ୍ଵଜିତ ରାଜ ଙ୍କର ଯାତ୍ରା ଧଉଳି ଗଣନାଟ୍ୟ ନୁଆ ଚେହେରା ନୁଆ ନାଟକ ନୁଆ ଚର୍ଚ୍ଚିତ ନୁଆ ରୂପିରେଖା ରେ ଆକର୍ଷିତ କରି ଓଡିଶାର ପ୍ରଥମ ସ୍ଥାନ ଗ୍ରହଣ କରିବ ଏହି ଯାତ୍ରା ଧଉଳି ଗଣନାଟ୍ୟ ଦେଖିବାକୁ ମିଳିଛି। ସେଥିପାଇଁ ଆଜି ଆକର୍ଷିତ କରିଛି ଯାତ୍ରା ଧଉଳି ଗଣନାଟ୍ୟ ପ୍ରଯୋଜକ ବିଶ୍ଵଜିତ ରାଜ ର ଯାତ୍ରା ଧଉଳି ଗଣନାଟ୍ୟ।



