ଢ଼େଙ୍କାନାଳ: ଘରୋଇ ବସ ମାଲିକ ସଂଘ ପକ୍ଷ ରୁ ମୁଖ୍ୟ ବସ ଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଈଛି। ମୁଖ୍ୟ ଅତଥି ଭାବେ ସଭାପତି ପ୍ରଭାକର ବେହେରା ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ପ୍ରମୋଦ ବେହେରା, ଜଏନ୍ଟ ସେକ୍ରେଟାରୀ ରୁଦ୍ର ନାରାୟଣ ତ୍ରୀପାଠୀ, ସନ୍ତୋଷ କୁମାର ମହାପାତ୍ର, ତ୍ରୀନାଥ ବେହେରା ସହଯୋଗ କରିଥିଲେ। ବସଷ୍ଟାଣ୍ଡ ରେ ଲୋକ ମାନଙ୍କୁ ଲଡୁ ବଣ୍ଟନ କରାଯାଇଥିଲା।



