କଟକ ଉନୟନ କର୍ତ୍ତୃପକ୍ଷ ସିଡିଏଙ୍କ ଦ୍ୱାରl ଶ୍ରୀ ଜଗନ୍ନାଥ
ଉଦ୍ୟାନ ଲୋକାର୍ପଣ ଉଛବ
ମହାନଦୀବିହାର 47 ନଂ ୱାର୍ଡରେ କଟକ ଉନୟନ କର୍ତ୍ତୃପକ୍ଷ ସିଡିଏ ଙ୍କ ଦ୍ୱାରl ଶ୍ରୀ ଜଗନ୍ନାଥ ଉଦ୍ୟାନ ଲୋକାର୍ପଣ ହୋଇଥିଲା
ଏହି ପାର୍କରେ ଚାଲିବା ପାଇଁ ଟ୍ରାକ ସହିତ ବିଭିନ୍ନ ଜିମ ସାମଗ୍ରୀ ମଧ୍ୟ ରହିଛି, ଯାହା ଦ୍ୱାରା ଯୁବ ତଥା ବୟସ୍କ ଲୋକ ବ୍ୟାୟାମ କରିପାରିବେ, ଛୋଟ ପିଲା ମାନେ ଖେଳିବା ପାଇଁ ମଧ୍ୟ ଉପକରଣ ମଧ୍ୟ ରହିଛି, ପାର୍କ ମଝିରେ ରଙ୍ଗୀନ ଲାଇଟ ଦ୍ୱାରା ପାଣିର ଫାଉଣ୍ଟେନ ମଧ୍ୟ କରାଯାଇଛି, ଏହି ପାର୍କ କରିବା ପାଇଁ ପାଖାପାଖି 3 କୋଟିର ଉର୍ଦ୍ଧ ଖର୍ଚ୍ଚ ହୋଇଛି ବୋଲି ସ୍ଥାନୀୟ କେର୍ପୋରେଟର କହୁଥିଲେ, ଏହି କାର୍ଯ୍ୟକ୍ରମ ରେ ଚୌଦ୍ୱାର କଟକ ବିଧାୟକ ସୌ୍ଭିକ ବିଶ୍ୱାଳ, ମେୟର ସୁବାଷ ସିଂ, ୱାର୍ଡ଼ କେର୍ପୋରେଟର ଇଂ ସୁବ୍ରତ ଘଡେଇ, ତଥା ମହାନଗର ନିଗମ କମିଶନର କିରନ୍ଦୀପ କର ସୋହତା, ତଥା ମହାନଗର ନିଗମ ବିଭାଗ ଇଂଜିନିର, ସିଡିଏ ର ଇଂଜିନିର ମାନଂକ ସହିତ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନର ସଭାପତି ସଞ୍ଜୟ ଜେନା ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ,




1 Comment
Boost your income—enroll in our affiliate program today!