ଚପରିଆ ହାଇସ୍କୁଲ ଠାରେ ବାଇକ ଦୁର୍ଘଟରେ ଜ ଣ କର ମୃତ୍ୟୁ ଓ ଜଣେ ଗୁରୁତର
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପରିଆ ଗ୍ରାମ ପଞ୍ଚାୟତ ବାଞ୍ଜିପଦର ଟୁନାସାହୁ ଓ ସଞ୍ଜୟ ନାଏକ ଦୁହେଁ ସନାତନ ସାହୁ ଙ୍କୁ ରାଏ ପୁର ମେଡିକାଲ ଯିବାପାଇଁ ଭଶଲାଡ଼ ଛାଡି ଆସୁଥିବା ସମୟରେ ସନାତନ ସାହୁଙ୍କ ପୁଅ ଟୁନାସାହୁ ଓ ସଞ୍ଜୟ ନା ଏକ ରାତି ଆଠ ଟା ସମୟରେ ଚପରିଆ ହାଇ ସ୍କୁଲ କିଛି ଦୂର ନିକଟ ଚକୁଣ୍ଡା ଗଛରେ ଟୁନାସାହୁ ଚଳାଉ ଥିବା ମଟର ସାଇକେଲ ଭସାମ୍ୟ ହରାଇ ଚକୁଣ୍ଡା ଗଛରେ ପିଟିହୋଇ ଥିଲା
ଗ୍ରାମର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଂଚି ଅଭୁଲାନ୍ସ ଯୋଗେ ମେଡିକାଲ କୁ ନିଆଯାଇ ଥିଲା ଫଳରେ ଟୁନା ସାହୁଙ୍କର ମୃତ୍ୟୁ ହୋଇ ଥିବାର ଡାକ୍ତର ଘୋଷଣା କରି ଥିଲେ ପୋଷ୍ଟ ମତମକରା ଯାଇ ଶବ କୁ ଆମ୍ବୁଲାନ୍ସ ଯୋଗେ ବାଞ୍ଜିପଦର ଅଣାଯାଇ ଦାହ କରା ଯାଇଛି ଟୁନା ସାହୁ ଚିଚିଆ ବାଳିକା ହାଇ ସ୍କୁଲ ର୍କାଯ୍ୟ ର ତ ଶିକ୍ଷକ ଭାବରେ କାର୍ଯ୍ୟ କରୁ ଥିଲେସେ ଏକମାତ୍ର ପୁଅ ତାଙ୍କର ମା ଗତ ବର୍ଷ ମରିଯାଇଥିବାବେଳେ ପୁଅର ବର୍ଷେ ନପୂରୁଣୁ ହୋଇ ଯାଇଛି ତାଙ୍କ ବାପା ସନାତନ କାନ୍ଧି କାନ୍ଧି ବସିଛନ୍ତି ଗ୍ରାମର ତଥା ଆଖପାଖ ର ଲୋକଙ୍କ ଶୋକର ଛାୟା ଖେଳି ଯାଇଛି ଓ ସଞ୍ଜୟ ନା ଏକବହୁ ଗୁରୁତର ଆହତ ହେବାରୁ ଭବାନୀ ପାଟଣା ମେଡିକାଲ ରେ ଭର୍ତି କରାଯାଇ ଉଚ ଚିକିତ୍ସା ପାଇଁ ରା ଏ ପୁର ସ୍ଥାନା ନ୍ତ୍ରିତ କରାଯାଇଛି
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ



