ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ । ପ୍ୟାକେଟର ରୂପ ବଦଳି ଟେଟ୍ରା ପ୍ୟାକରେ ଆସିବ ମଦ । ଏହି ନୂତନ ପ୍ୟାକେଜିଂ ସିସ୍ଟମ ଅନେକ ରାଜ୍ୟରେ ପ୍ରଚଳିତ ଅଛି । ଓଡ଼ିଶାରେ ମଧ୍ୟ ଏହି ସିସ୍ଟମ ଆରମ୍ଭ ହେବ । କାରଣ ଏହାକୁ ପରିବେଶ ସୁରକ୍ଷା ପାଇଁ ଅଧିକ ସହାୟକ ବୋଲି ବିବେଚନା କରାଯାଉଛି ।
ଟେଟ୍ରା ପ୍ୟାକ ମଦ ପ୍ୟାକେଜିଂ ସିସ୍ଟମ ଏକ ନୂତନ ପ୍ରଯୁକ୍ତି ।



