ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣାର ସାଙ୍ଘାତିକ ତଥ୍ୟ ଦେଲେ ମୁଖ୍ୟମନନ୍ତରୀ ମୋହନ ମାଝୀ । ବିଧାନସଭାରେ ବିଭୂତିଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ୧୦ ବର୍ଷରେ ସଡକ ଦୁର୍ଘଟଣାଜନିତ ୧ ଲକ୍ଷ ସଡକ ଦୁର୍ଘଟଣାଜନିତ ୧ଲକ୍ଷ ୧୩ ହଜାର ୩୨୫ଟି ମାମଲା ରହିଛି । ୨୦୨୪ରେ ୧୨ ହଜାର ୩୭୭୫ ମାମଲା ରୁଜୁ ହୋଇଛି ।
୬୧୪୨ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୨୫ରେ ୧୨ ୭୮୨ ମାମଲା ରୁଜୁ ହୋଇଛି । ୬୪୮୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷକରେ ୬୪୮୩ ଜଣଙ୍କ ମୃତ୍ୟୁ ହୋଇଛି । ଦିନକୁ ଯାଉଛି ୧୭ ଜଣଙ୍କ ଜୀବନ । ୧୦ ବର୍ଷରେ ଦୁର୍ଘଟଣାରେ ୫୩ ହଜାର ୪୫୧ ଜଣଙ୍କ ମୃତ୍ୟୁ ହୋଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


