ଢେ଼ଙ୍କାନାଳ ସଦର ବ୍ଲକ ଠାରେ ମାଇ ଭାରତ ତରଫରୁ ୟୁବ ମଣ୍ଡଳ ବିକାଶ ଅଭିଯାନ ମିଟିଂ ଗଠନ ହୋଇଥିଲା।ଏଥିରେ ଅଠର ବର୍ଷରୁ ନେଇ ଅନତିରିଶି ବର୍ଷ ଯାଏଁ ଯୁବକ ଯୁବତୀଙ୍କୁ କିପରି ନୂତନ କ୍ଳବ୍ ଗଠନ କରାଯିବ ସେହି ବିଷୟରେ ଆଲୋଚନା ହୋଇଥିଲା।ଏହି ମିଟିଂ ଗଠନ ହେବା ଫଳରେ 15 ରୁ ଅଧିକ କ୍ଳବ୍ ମାଇ ଭାରତ ସହିତ ଯୋଡ଼ିତ ହୋଇଥିଲା।ଏଥିରେ ମାଇ ଭାରତର sinior accountant ଶ୍ରୀ ଶଶାଙ୍କ ଶେଖର ମହାପାତ୍ର ଓ ଏକ୍ସ ଭଲାନ୍ତିଅର ସୌମ୍ୟା ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମ ବିଷୟରେ ଯୁବକ ଯୁବତୀଙ୍କୁ ବୁଝାଇ ଥିଲେ।

April 18, 2026/
No Comments


