ଭୁବନେଶ୍ୱର: ଦଶପଲ୍ଲା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରାଯାଇଛି । ସିଏମଆରଏଫ ପାଣ୍ଠିରୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ସୂଚନା ଥାଉ କି, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଅଞ୍ଚଳରୁ ପ୍ରାୟ ୬୦ ଜଣଙ୍କୁ ନେଇ ହରିଶଙ୍କର ଯାଉଥିଲା ଏହି ଘରୋଇ ବସ୍।
ଟାକରା ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ରେ ଥିବା ଏକ ବଡ଼ ପଥରକୁ ଜୋରରେ ଧକ୍କା ଦେଇଥିଲା ବସଟି। ପରେ ଘଟଣାସ୍ଥଳରେ ୫ ଜଣଙ୍କର ଘଟିଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


