
ଅଦ୍ୟ ଢେଙ୍କାନାଳ ସହର ବସଷ୍ଟାଣ୍ଡ ନିକଟ ହନୁମାନ ବାଟିକା ନିକଟ ରେ ଢେଙ୍କାନାଳ ଜିଲ୍ଲା ବନ୍ଧୁକ ଧାରୀ କଲ୍ୟାଣ ସଙ୍ଗ ପକ୍ଷରୁ ଦହି ସର୍ବତ ବଣ୍ଟନ କରାଯାଇ ଅଛି। ଏହି ମହତ କାର୍ଯ୍ୟ ପାଇଁ ଅନେକବାଟୋଇ ଓ ବୁଦ୍ଧିଯିବି ସଙ୍ଗ କୁ ଧନ୍ୟବାଦ୍ ଜଣାଇ ଥିଲେ । ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ରେ ଏଭଳି କାର୍ଯକ୍ରମ ସଙ୍ଗ ପକ୍ଷରୁ ଆୟୋଜନ କରାଯାଇ ଥିଲା। ସଙ୍ଗ ର ବରିଷ୍ଟ ସଦସ୍ୟ କୁମୁଦ ଚନ୍ଦ୍ର ସାହୁ, ସଙ୍ଗ ସମ୍ପାଦକ ଗିରିଶ ଚନ୍ଦ୍ର ମହାଳିକ, ଉପସଭାତି ତୋଫାନ ସାହୁ ଓ ସଦସ୍ୟ ନଟବର ପରିଡ଼ା, ସର୍ବେଶ୍ଵର ସାହୁ , ପ୍ରଦୀପ ନନ୍ଦ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ କୁ ସୂଚାରୁ ରୁପେ ତୁଲାଇବା ଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)