କଳାହାଣ୍ଡି ରେ ଭୁକମ୍ଫ ର ପ୍ରଭାବ, !

କଳାହାଣ୍ଡି ଜିଲ୍ଲା .30/4/ ଜୁନାଗଡ଼ ବ୍ଲକ ର କିଛି ଗ୍ରାମ ମହିଭର, ବଣ୍ଡା କୁଟୁରା, କାଳିଆକୁଣ୍ଡଳ, ପିଳିକିଆ ବାଲିଛଡା, ଚିଚିଗୁଡା, ନୂଆଗୁଡା ଏମିତି କେତେ ଗ୍ରାମରେ ଭୁକମ୍ଫ ର ପ୍ରଭାବ ଦେଖିବାକୁ ମିଳିଥିଲା, ଏହା ସାଧାରଣତଃ 7ଘଣ୍ଟା 43ମିନିଟ ରେ ମାତ୍ର ଅଧା ସେକେଣ୍ଡ ମାଟିତଳ ଥରିବାର ଅନୁଭବ କରିବାକୁ ମିଳିଥିଲା, ଫଳରେ ଲୋକେ ଭୟରେ ଛାନିଆ ହୋଇଯାଇଥିଲେ, ହେଲେ କିଛି କାହାର କ୍ଷତି ହୋଇନଥିଲା…! ବାଲେଶ୍ୱର ସୁନାନୀ ଜୁନାଗଡ଼ ଜାଗ୍ରତ ଭାରତ ନ୍ୟୁଜ,



