ଆସନ୍ତା ମେ ୪ରେ ମିଳିବ ସୁଭଦ୍ରା ଟଙ୍କା । ଚତୁର୍ଥ କିସ୍ତି ପାଇବାରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବା ନେଇ ଏକ୍ସରେ ସୂଚନା ଦେଇଛନ୍ତି ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା । ବଞ୍ଚିତ ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ମିଳିବ ।ସୂଚନା ଯୋଗ୍ୟ, ୨୦୨୬ ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୪ର୍ଥ କିସ୍ତିର ଟଙ୍କା ବଣ୍ଟନ କରାଯାଇଥିଲା ।ସୂଚନା ଯୋଗ୍ୟ, ୨୦୨୬ ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୪ର୍ଥ କିସ୍ତିର ଟଙ୍କା ବଣ୍ଟନ କରାଯାଇଥିଲା ।

May 3, 2026/
No Comments


