ବିଦୁତ୍ ବିଭାଗର ଠିକା କର୍ମଚାରୀ ଏବଂ ବିଏ କର୍ମଚାରୀ ଙ୍କ ଛୋଟେଇ ବନ୍ଦ୍ ଅଭିଯୋଗ ରେ ଅଫିସ୍ ଘେରାଉ।

କେନ୍ଦୁଝ୍ରର ଜିଲା ଯୋଡ଼ା ବିଦୂତ୍ ଡ଼ିଭିଜନ କାର୍ଯ୍ୟାଳୟ ରେ ୮ଦଫା ଦାବିରେ ବିଏ ଏବଂ ଠିକା କର୍ମଚାରୀ ଙ୍କ ଆନ୍ଦୋଳନ ଜୋର୍ ସୁରୁ ରେ ଲାଗିଥିଲା ଓ ବହୁତ୍ ସ୍ଲୋଗାନ ପ୍ଲା କାଡ ମାଧ୍ୟମରେ ୧୫୦ ରୁ ଅଧିକ ଠିକା କର୍ମଚାରୀ ଏକତ୍ରିତ ହୋଇ ଅଫିସ ଘେରାଉ କରିଥିଲେ ଓ ଯୋଡ଼ା ବିଦୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଆସି ଆଲୋଚନା କରିବା ପରେ ଧାରନାରୁ ଓହରି ଯାଇଥିଲେ ସମସ୍ତ ଵିଏ ଓ ଠିକା କର୍ମଚାରୀ। ଆଗକୁ ଦେଖିବା କଣ ହେଉଛି।
କେନ୍ଦୁଝର ରୁ ରତି ରଞ୍ଜନ ବାରିକ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍।



