ବଜ୍ରଘାତ ରେ ପ୍ରାଣ ହରାଇଲେ ଯୁବକ
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନାର ସରଧାପୁର ଗ୍ରାମର ଯୁବକ ଶ୍ରୀଯୁକ୍ତ ବାବୁଲା ବେହେରା, ବୟସ-୩୪ବର୍ଷ, ୰ପିତା -ଶରତ ବେହେରାଙ୍କ ପୁଅ କାଲି ରାତି ସମୟ ୮:୦୦ ରେ ହୋଇଥିବା କରାଳ କାଳବୈସାକି ର ବଜ୍ରପlତ ରେ ମୃତ୍ୟୁ ବରଣ କରିଥିଲେ,ସେ ବିବାହିତ ଥିଲେ ତାଙ୍କର ଦୁଇଟି ଛୋଟ ପିଲା ଅଛନ୍ତି, ସରଧାପୁର ର ସେ ଜଣେ ନମ୍ର ଭଦ୍ର ମେଳାପୀ ଯୁବବ୍ୟକ୍ତି ଥିଲେ, ଓ ନନ୍ଦ୍ୟlକ୍ରୀତନ ରେ ଭଲ ଭଜନ ଗାଉଥିଲେ ତାଙ୍କ ପାଇଁ ନନ୍ଦ୍ୟା ମଣ୍ଡଳୀ ବଞ୍ଚି ରହିଥିଲା ବୋଲି ଗ୍ରାମ ବାସି ସୂଚନା ଦେଇଥିଲେ, ତାଙ୍କ ମୃତ୍ୟୁ ରେ ସରଧାପୁର ଗାଁ ଓ ଆଖପାଖରେ ଶୋକର ଛାୟା ଖେଳିଯାଇଛି ।



