
ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଢେଙ୍କାନାଳରେ ଆଜି ପ୍ରଥମ ଦିବସିୟ ବଳରାମ ମନ୍ଦିର ସମ୍ମୁଖରେ ଶତାଧିକ ଯୋଗ ନିରାକରଣ ଶିବିରରେ ଯୋଗା ଭ୍ୟାସ କରିଥିଲେ | ଉକ୍ତ ଶିବିରରେ ମୁଖ୍ୟ ବକ୍ତ| ଡା : ଜଗତନନ୍ଦ ତ୍ରିପାଠୀ ଜି ଯୋଗ କହିଥିଲେ
ରୋଗପାଇଁ ମୁଖ୍ୟ ଯୋଗ ହିଁ ସବୁଠୁ ବଡ ମେଡ଼ିସିନ | ସଂମ୍ମାନିତ ଅତିଥି ଶ୍ରୀ ଯୁକ୍ତ ସନ୍ଦୀପ ଷଡ଼ଙ୍ଗୀ ଜି | ସେ କହିଛନ୍ତି ମେଡିକାଲ scince ମେଡ଼ିସିନ ଅପେକ୍ଷା ଯୋଗ ହିଁ ଶରୀରକୁ ବେଶୀ ଠିକି କରିଥାଏ | ରଘୁନାଥ ତ୍ରିପାଠୀ ଜି ସଭାପତିତ୍ବ କରିଥିଲେ ଆଜି ରୋଗ ନିରାକରଣ ସିବିରରେ କୋଉ ରୋଗ ପାଇଁ କୋଉ ଆସନ ପ୍ରଣ|ୟାମ ଦରକାର କହିଥିଲେ ଓ ନିଜେ ମଧ୍ୟ୍ୟ ଜନ ଧାରଣଙ୍କୁ ଅଭ୍ୟାସ କରାଇଥିଲେ |

Dr ଧାରମାନନ୍ଦ ପୃଷ୍ଟି ଜି ପରିଚାଳନା ଓ ସୂକ୍ଷ୍ମା କ୍ରିୟା କାରିଥିଲେ |ଇନ୍ଦିରା ଦେବତା ଜି. ଓ଼ମଂକାର ଧ୍ୱନି ଓ ଗାୟତ୍ରୀ ମନ୍ତ୍ର ଓ ଆସନ, ଶରତ ଲେଙ୍କା ଜି ଓ ପ୍ରତାପ ପତି ଜି ଆସନ କରାଇ ଥିଲେ ଶେସରେ ଧନ୍ୟବାଦ,ଶାନ୍ତିପାଠ କରି ଆସନ୍ତା କାଲି ଶିବିର ପାଇଁ ଜନ ସାଧାରଣଙ୍କୁ ସକାଳ 5.30 ରେ ଆସିବାକୁ ନିବେଦନ କରିଛନ୍ତି।




