ନୂତନ ମେଡିକାଲ କଲେଜ ପାଇଁ କ୍ୟାବିନେଟ ମୋହର

ଜେ ବି ଏନ, ୧୬/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ୱର : ରାଜ୍ୟ ସରକାର ଯାଜପୁରରେ ଶହେ ସ୍ନାନ ବିଶିଷ୍ଟ ଭେଷଜ ମହାବିଦ୍ୟାଳୟ ଓ ୫ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ପୁରୀରେ ଥିବା ସରକାରୀ ଭେଷଜ ମହାବିଦ୍ୟାଳୟରେ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ପାଇଁ ନିଷ୍ପତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହିସବୁ କାର୍ଯ୍ୟ ପାଇଁ ସର୍ବନିମ୍ନ ନିବିଦା ଅନୁମୋଦନ ଲାଭ କରିଛି ।



