Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ସ୍ପେକ୍ଟ୍ରମ ନିଲାମକୁ କ୍ୟାବିନେଟର ଅନୁମୋଦନ - Jagrat Bharat News

ସ୍ପେକ୍ଟ୍ରମ ନିଲାମକୁ କ୍ୟାବିନେଟର ଅନୁମୋଦନ

ସ୍ପେକ୍ଟ୍ରମ ନିଲାମକୁ କ୍ୟାବିନେଟର ଅନୁମୋଦନ

 

 

ଜେ ବି ଏନ, ୧୬/୧୨/୨୦୨୦, ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ପେକ୍ଟ୍ରମ (ଧ୍ୱନିତରଙ୍ଗ) ନିଲାମ ସଂକ୍ରାନ୍ତ ଟେଲି ଯୋଗାଯୋଗ ବିଭାଗର ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ସ୍ପେକ୍ଟ୍ରମ ସଫଳ ବିଡରଙ୍କୁ ବ୍ୟାବସାୟିକ ଭିତ୍ତିରେ ମୋବାଇଲ ସେବା ପ୍ରଦାନ ପାଇଁ ଦିଆଯିବ ।

 

700 ମେଗାହର୍ଜ, 800 ମେଗାହର୍ଜ, 900 ମେଗାହର୍ଜ, 1800 ମେଗାହର୍ଜ, 2100 ମେଗାହର୍ଜ, 2300 ମେଗାହର୍ଜ ଏବଂ 2500 ମେଗାହର୍ଜ ଫ୍ରିକ୍ୱେନ୍ସି ବ୍ୟାଣ୍ଡ ପାଇଁ ଏହି ସ୍ପେକ୍ଟ୍ରମ ନିଲାମ ହେବ । କୋଡିଏ ବର୍ଷ ପାଇଁ ଏହି ସ୍ପେକ୍ଟ୍ରମ ନିଲାମରେ ଦିଆଯିବ । ଏହି 7ଟି ମେଗାହର୍ଜ ଫ୍ରିକ୍ୱେନ୍ସି ବ୍ୟାଣ୍ଡ ପାଇଁ ଯେଉଁ ସ୍ପେକ୍ଟ୍ରମ ନିଲାମରେ ଦିଆଯିବ ତାର ମୋଟ କ୍ଷମତା 2251.25 ମେଗାହର୍ଜ । ଏହି 7ଟି ତରଙ୍ଗ ପାଇଁ ସରକାର ମୋଟ ମୂଳ ମୂଲ୍ୟାୟନ 3,92,332.70 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି ।

 

ନିଲାମ ମାଧ୍ୟମରେ ସ୍ପେକ୍ଟ୍ରମ ବ୍ୟବହାର କରିବା ପାଇଁ ଅଧିକାର ପାଇବା ପରେ ସଂପୃକ୍ତ ଟେଲି ସେବା ପ୍ରଦାନକାରୀ ନିଜର ନେଟୱାର୍କ କ୍ଷମତା ବୃଦ୍ଧି କରିବାକୁ ସକ୍ଷମ ହେବେ । ସେହିଭଳି ଏହି କ୍ଷେତ୍ରରେ ନୂଆକରି ପ୍ରବେଶ କରୁଥିବା ସେବା ପ୍ରଦାନକାରୀ ନିଜର ସେବା ଯୋଗାଣ ଆରମ୍ଭ କରିପାରିବେ ।

 

ବିଡରଙ୍କୁ ନିର୍ଦ୍ଦିଷ୍ଟ କେତେକ ସର୍ତ୍ତ ଓ ମାନ ପୂରଣ କରିବାକୁ ପଡିବ । ସେଥିମଧ୍ୟରେ ବିଡରଙ୍କୁ ନିଜର ବିଡ୍‌ ପାଇଁ ବ୍ଳକ (ଇଲାକା)ର ଆକାର, ସ୍ପେକ୍ଟ୍ରମ କ୍ୟାପ୍‌ ବା ସର୍ବାଧିକ କେତେ ପରିମାଣର ସ୍ପେକ୍ଟ୍ରମ ଜଣେ ବିଡର ନିଲାମ ପ୍ରକ୍ରିୟା ପରେ ରଖିପାରିବେ, ଦେୟ ପ୍ରଦାନ ସର୍ତ୍ତାବଳୀ ଓ ସେବା ଯୋଗାଣର ଅଙ୍ଗୀକାର ଆଦି ତଥ୍ୟ ଦାଖଲ କରିବାକୁ ପଡିବ ।

 

ସଫଳ ବିଡର ଏକାଥରକେ ଡାକିଥିବା ନିଲାମର ସମୁଦାୟ ଅର୍ଥ ଦାଖଲ କରିପାରିବେ କିମ୍ବା ଆଂଶିକ ଦେୟ ପ୍ରଦାନ ପାଇଁ ବିକଳ୍ପ ସୁଯୋଗ ନେଇପାରିବେ । 700, 800 ଓ 900 ମେଗାହର୍ଜ ବ୍ୟାଣ୍ଡ ପାଇଁ ଡାକିଥିବା ନିଲାମ ମୂଲ୍ୟର 25 ଶତାଂଶ ପ୍ରାରମ୍ଭିକ ଅବସ୍ଥାରେ ବିକଳ୍ପଭାବେ ଦେବାର ବ୍ୟବସ୍ଥା ରହିଛି । ସେହିଭଳି 1800, 2100, 2300 ଓ 2500 ମେଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ କ୍ଷେତ୍ରରେ ବିଡରଙ୍କୁ ଡାକିଥିବା ନିଲାମ ଅର୍ଥର 50 ଶତାଂଶ ପ୍ରଥମ ଅବସ୍ଥାରେ ଦେବାକୁ ପଡିବ । ଅବଶିଷ୍ଟ ଅର୍ଥ ନିଲାମଧାରୀ 16ଟି ସମାନ ବାର୍ଷିକ କିସ୍ତିରେ ଦୁଇବର୍ଷର ସ୍ଥଗନାଦେଶ ପରେ ଦାଖଲ କରିପାରିବେ ।

 

ଡାକିଥିବା ନିଲାମ ଅର୍ଥ ସହିତ ସଫଳ ବିଡରଙ୍କୁ ଆଜଷ୍ଟେଡ ଗ୍ରସ ରେଭିନ୍ୟୁ ବା ଏଜିଆରର 3 ଶତାଂଶ ଅର୍ଥ ଦେବାକୁ ପଡିବ । ଏଥିରେ ସ୍ପେକ୍ଟ୍ରମ ବ୍ୟବହାର ଦେୟ ନିମନ୍ତେ ୱେୟାରଲାଇନ ସେବା ଫି ଅନ୍ତର୍ଭୁକ୍ତ ନୁହେଁ ।

 

ସ୍ପେକ୍ଟ୍ରମ ନିଲାମ ଏକ ସ୍ୱଚ୍ଛ ଏବଂ ପାରଦର୍ଶୀ ପ୍ରକ୍ରିୟା । ଏଥିରେ ସମସ୍ତ ସର୍ତ୍ତ ପୂରଣ କରୁଥିବା ଯୋଗ୍ୟ ବିଡରଙ୍କୁ ସୁଯୋଗ ଦିଆଯାଇଥାଏ । ଯିଏ ସର୍ବାଧିକ ନିଲାମ ଡାକେ ତାହାକୁ ନିଲାମ ମିଳିଥାଏ । ଟେଲିଫୋନ ଉପଭୋକ୍ତାମାନଙ୍କୁ ଉତ୍ତମମାନର ସେବା ଯୋଗାଇଦେବା ଉଦେ୍ଦଶ୍ୟରେ ଏହା କରାଯାଉଛି । ଏବେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସ୍ପେକ୍ଟ୍ରମ ଉପଲବ୍ଧ ଅଛି ।

 

  1. ଏବେ ଭାରତର ଟେଲିଫୋନ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଯୋଗାଣକାରୀ ବ୍ୟବସ୍ଥାରେ ପରିଣତ ହୋଇଛି । ଆର୍ଥିକ ଅଭିବୃଦ୍ଧି ସହିତ ଏହାର ଦୃଢ ସଂପର୍କ ଅଛି । ଏହାଦ୍ୱାରା ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହୋଇପାରିବ ଏବଂ ଏହା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ସଂପ୍ରସାରିତ କରିବ । ସେ ଦୃଷ୍ଟିରୁ ଏଭଳି ନିଲାମର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ର ସରକାରଙ୍କର ଉପରୋକ୍ତ ନିଷ୍ପତ୍ତିର ଅନୁକୂଳ ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିବ ବୋଲି ଆଶା କରାଯାଏ ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech