ଶ୍ରୀମନ୍ଦିରରେ ‘ ସାଗରବିଜେ ‘ ନୀତି ଅନୁଷ୍ଠିତ

ଜେ ବି ଏନ, ୧୪/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ଆଜି ପବିତ୍ର ବକୁଳ ଅମାବାସ୍ୟା ଅବସରରେ ପୂରୀ ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ‘ ସାଗରବିଜେ ‘ ନୀତି ଅନୁଷ୍ଠିତ ହୋଇଅଛି । ଏଥି ପାଇଁ ଆଜ୍ଞାମାଳ ପାଇ ଶ୍ରୀନାରାୟଣ ପାଲିଙ୍କିରେ ସିଂହ ଦ୍ଵାର ଦେଇ ସମୁଦ୍ରକୂଳ ସ୍ବର୍ଗଦ୍ବାରକୁ ବିଜେ କଲା ପରେ ସେଠାରେ ଠାକୁରଙ୍କୁ ଜଳଲାଗି ହୋଇଥିଲା ।



