Breaking news
ଦୁର୍ବୃତ୍ତ ଙ୍କ ଗୁଳିରେ ପ୍ରାଣ ହରାଇଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ଜେ ବି ଏନ, ୨୦/୦୧ /୨୦୨୧, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ l ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ସୁମଣ୍ଡଳ ଛକ ରେ ଦୃବର୍ତ୍ତ ମାନେ ଗୁଳି ମାଡ କରି ହତ୍ୟା କରିଛନ୍ତି l



