
ଶ୍ରୀ ସାଇ ସତ୍ ଚରିତ୍ ପାରାୟଣ ପାଲିଙ୍କି ଯାତ୍ରା : ଢେଙ୍କାନାଳ
(ଜେ. ବି. ଏନ୍) ୨୦ /୦୧ /୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ୭ମ ବର୍ଷ ପାରାୟଣ ଉତ୍ସବ ଉପଲକ୍ଷେ ଆଜି ଏକ ବାବା ଙ୍କର ପାଲିଙ୍କି ଯାତ୍ରା ଆଧ୍ୟାତ୍ମିକ ପରିବେଶ ସହିତ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଉତ୍ସବ ମୁଖର ହୋଇଛି।
ବାବାଙ୍କର ପାଲିଙ୍କି ମୀନା ବଜାର ଠାରୁ ବାହାରି ଅଭିନନ୍ଦନ ଗାର୍ଡଡେନ୍ ପର୍ଯ୍ୟନ୍ତ ଯାଇଥିଲା। ଏହି ଉତ୍ସବରେ ବହୁ ସାଇ ଉକ୍ତ ମାନଙ୍କ ର ସମାଗମ ହୋଇଥିଲା। ପାଲିଙ୍କି ପହଞ୍ଜିବା ପରେ ସନ୍ଧ୍ୟା ଆଳତି ଏବଂ ପ୍ରସାଦ ଲାଗି ହୋଇଥିଲା। ଏହି ଯାତ୍ରାରେ ସ୍ଵତନ୍ତ୍ର ଏକ ପାଲିଙ୍କି ରେ ବାବାଙ୍କର ଏକ ବିରାଟ ସତ୍ ଚରିତ ପୋଥି ଏବଂ ସୁସଜ୍ଜିତ ଗାଡିରେ ବାବାଙ୍କର ଏକ ମୂର୍ତ୍ତୀ ଶୋଭା ମଣ୍ଡନ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)