ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସାଇକେଲ ରାଲି

ଜେ ବି ଏନ, ୨୧/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଜାନୁଆରୀ ଅଠର ରୁ ପଚିଶି ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ! ଏହି ଅବସରରେ ପୋଲିସ ପ୍ରଶାସନ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ସାଇକେଲ ଶୋଭାଯାତ୍ରା S. P. ଅଫିସ ରୁ ବାହାରି ବଜ଼ାର ପରିକ୍ରମା କରିଥିଲା ! ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ସାଇକେଲ ଶୋଭାଯାତ୍ରା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ! ଏହି ସଚେତନତା ସାଇକେଲ ଶୋଭାଯାତ୍ରା ରେ ସତୁରି ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ! ଏସମସ୍ତ କାର୍ଯ୍ୟକ୍ରମ କୁ RTO, MVI, DIPRO, ପ୍ରମୁଖ ପରିଚାଳନା କରିଥିଲେ !




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)