ଦିବାକର ଜେନା ଙ୍କ ଏକାଦଶୀ ସଭା ଅନୁଷ୍ଠିତ

ଜେ ବି ଏନ, ୨୪/୦୧ /୨୦୨୧, (ରିପୋର୍ଟ, ଭ୍ରମରବର ବେହେରା), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ଗୋପଲପୁର୍ ଅଞ୍ଚଳରେ ରହୁଥିବା ଦିବାକର ଜେନା ଙ୍କ ଏକାଦଶୀ ସଭା ଅନୁଷ୍ଠିତ ହୋଇଥିଲା. ସେ ଭୁ ଦାନ ରେ ସିନିୟର କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ ଏବଂ ଜଣେ ସ୍ଵେଚ୍ଛାସେବୀ ମଧ୍ଯ ଥିଲେ। ଗୋପଲପୁର୍ ବାସି ଙ୍କ ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରି ଥିଲେ। ରାସ୍ତା ନିର୍ମାଣ କରିବା ବ୍ଲଡ୍ କ୍ୟାମ୍ପ କରିବା ଅସହାୟ ଲୋକ ଙ୍କୁ ମଧ୍ୟ ସାହାଯ୍ଯ କରୁଥିଲେ। ତାଙ୍କର ଅକାଳ ବିୟୋଗ ରେ ଏକ ଶ୍ରଦ୍ଧାଜଂଳି ସଭା ସହ ଗୋପଲପୁର୍ ବାସି ଶୋକ ପ୍ରକାଶ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
