ପଦ୍ମଶ୍ରୀ ପାଇଁ ମନୋନୀତ ପ୍ରଫେସର କୃଷ୍ଣ ମୋହନ

ଜେ ବି ଏନ, ୨୬/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ର ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଫେସର କୃଷ୍ଣ ମୋହନ ପାଟି ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିବାରୁ berhampur ରେ ବିଭିନ୍ନ ମହଲରେ ଖୁସିର ମହଲ ଦେଖାଦେଇଛି, ଡ k m pathi 1939 ମସିହାରେ ବ୍ରହ୍ମପୁର ନିକବର୍ତ୍ତୀ ସୁକୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ, ସେ କଟକ ମେଡିକାଲ ରୁ mbbs ପାସ କରି ଇଂଲଣ୍ଡ ରେ ms କରିଥିଲେ,ଅକ୍ସପୋର୍ଡ ବିଶ୍ଵବିଦୟାଳୟର ରେ ତିନି ବର୍ଷ କାର୍ଯ୍ୟ କରି ବହୁପ୍ରସଂସା ର ଅଧିକାରୀ ହୋଇଥିଲେ,ପରେ ରେ mkcg ଓ ବୁର୍ଲା ମେଡିକାଲ ରେ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥିଲେ ସେ ନିଜ କାର୍ଯ୍ୟ ପାଇଁ ଅବଦୁଲ କଲମ ପୁରସ୍କାର ପ୍ରାପ୍ତ କରିଥିଲେ l



