ପରୋପକାରୀଙ୍କ ଏକାଦଶ କାର୍ଯ୍ୟରେ ଯୋଗଦେଲେ ବିଧାୟକ ଡ. ନୃସିଂହ ସାହୁ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ /ପରଜଙ୍ଗ: ୩୦-୦୧-୨୦୨୧ ଆଜି ବାରିହାପୁର ଗ୍ରାମର ଧର୍ମ ପାରାୟଣ ପରଉପକାରୀ ଦୁର୍ଯ୍ୟଧାନ ବାରିକ ଙ୍କ ଏକାଦଶ କାର୍ଯ୍ୟ ରେ ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଯୋଗଦାନ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ପ୍ରାର୍ଥନା କରି, ଦୁଃଖ ସମ୍ପକ୍ତ ପରିବାର କୁ ସମବେଦନା ଜଣାଇଥିଲେ l ଏହି ଏକାଦଶ କାର୍ଯ୍ୟ ରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖର ବିକାଶ ପ୍ରଗତିର ସାଥି ଯୁବନେତା ଅସିତ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଭୂପେଶ ପ୍ରଧାନ ବିଜେଡି ଜିଲ୍ଲା ସମ୍ପାଦକ, ସରପଞ୍ଚ ଦୁଷ୍ମନ୍ତ ନାଏକ, ଅଧ୍ୟାପକ ସାରଦା ପ୍ରଶ୍ନ କବି, ରମେଶ ପ୍ରଧାନ, ପ୍ରତାପ ସାହୁ, ତ୍ରିନାଥ ସାହୁ, ସହ ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟ ରେ ସାମିଲ ହୋଇ ଅମର ଆତ୍ମାର ସଦଗତି କାମନା କରିଥିଲେ l





