୨୬ ଜାନୁଆରୀ ଟ୍ରାକ୍ଟର ରାଲିରେ ପ୍ରାଣ ହରାଇଥିବା ଚାଷୀ ପରିବାରକୁ ଭେଟିଲେ ପ୍ରିୟଙ୍କା


ଜେ ବି ଏନ, ୦୪/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ /ରାମପୁର: ଆଜି ମୃତ ଚାଷିଙ୍କ ପରିବାରକୁ ଭେଟିଛନ୍ତି ପ୍ରିୟଙ୍କା l ଗାତ ଜାନୁଆରୀ ୨୬ ତାରିଖରେ ଚାଷୀ ଆନ୍ଦୋଳନ ସମୟରେ ଉକ୍ତ ଚାଷୀ ପ୍ରାଣ ହରାଇଥିଲେ। ଆଜି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା 26 ଜାନୁଆରୀରେ ଦିଲ୍ଲୀରେ ଟ୍ରାକ୍ଟର ସମାବେଶରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ସଦସ୍ୟଙ୍କୁ ସେମାନଙ୍କ ବାସଭବନରେ ଭେଟିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
