
(ଜେ ବି ଏନ) ୦୬/୦୨ /୨୦୨୧ ଗଞ୍ଜାମ: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଈଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯାଉଛି ଟିକା । ପୋଲିସ ଓ ପ୍ରାଶାସନିକ ଅଧିକାରୀ ଓ ଅନ୍ୟ କର୍ମଚାରୀ ଟିକା ନେବେ ।ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଟ ଟିକା ନେଇଛନ୍ତି । ଟିକା ନେବାର ଫୋଟ ବି ଟ୍ୱିଟ୍ କରିଛନ୍ତି ଗଂଜାମ ଜିଲ୍ଲାପାଳ । ଗଂଜାମ ଏସପି ବ୍ରିଜେଶ ରାୟ ବି ଟିକା ନେଇଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


