ଜୋନ୍ ସ୍ତରୀୟ ଦଳୀୟ କର୍ମୀଙ୍କ ସମାବେଶ

ଜେ. ବି. ଏନ୍ (୧୦-୧୧/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ ), ବଲାଙ୍ଗିର :ବଲାଙ୍ଗିର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉପରବହାଲଠାରେ(ଜୋନ ୩୪) ଜୋନ ସ୍ତରୀୟ ଦଳୀୟ କର୍ମୀ ସମାବେଶରେ ଯୋଗଦାନ କରିଥିଲେ ଭଟଲି ନିର୍ବାଚନ ମଣ୍ଡଳୀର MLA ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ସିଂ । ଏଥିରେ ପାଟଣାଗଡ ବିଧାୟକ ଶ୍ରୀ ସରୋଜ ମେହେରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ଓ ରାଜ୍ୟ ବିଜେଡି ଯୁବ ସମ୍ପାଦକ ଶ୍ରୀ ନିହାର ରଞ୍ଜନ ବେହେରା ମଞ୍ଚାସିନ ଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


