ଅଟୋ ରିକ୍ସା ସହ ୧୮୩ କେଜି ଗଞ୍ଜେଇ ଜବତ

ଜେ ବି ଏନ, ୨୧/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଜୟପୁର : କୋରାପୁଟ ଜୟପୁର ସଦର ଥାନାକୁ ମିଳିଛି ବଡ ସଫଳତା l ଏକ ସଙ୍ଗରେ ବିପୁଳ ପରିମାଣର ମାଦକ ଦ୍ରବ୍ଯ ଜବତ କରିବାରେ ସଫଳ ହୋଇଛି ପୋଲିସ l ପୋଲିସ ସୂଚନା ମୁତାବକ ପୋଲିସ ଚଢାଉ କରି ୧୮୩ କେଜି ଗଞ୍ଜେଇ ଏକ ଅଟୋ ରିକ୍ସା ରେ ବେଆଇନ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲା l ପୋଲିସ ଏ ନେଇ ଜୟପୁର ସଦର ପୋଲିସ ଥାନାରେ କେଶ୍ ନମ୍ବର ୨୪/୨୦୨୧ ଧାରା ୨୦(ବି)(ଆଇ ଆଇ) (ସି) ଏନଡିପିସି ଆକ୍ଟରେ ଏକ ମାମାଲା ରୁଜୁ କରିଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


