ଗାୟତ୍ରୀ ମନ୍ଦିର ଓ ଶିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୨୮.୦୨.୨୦୨୧)-: ଆଜି ଅପରାହ୍ନରେ କବିସୂର୍ଯ୍ୟନଗର ଗାୟତ୍ରୀ ମନ୍ଦିର ପରିସରରେ ଥିବା ମଣ୍ଡପ ରେ ମହାକାଳେଶ୍ଵର ଶିବ ମନ୍ଦିର ଓ ଗାୟତ୍ରୀ ଶକ୍ତିପୀଠ ର ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାର ର ମୁଖ୍ୟ ତ୍ରିନାଥ ସେଠୀ ଙ୍କ ଉପସ୍ଥିତ ରେ କବିସୂର୍ଯ୍ୟନଗର ଗାୟତ୍ରୀ ପରିବାର ମୁଖ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଆଗାମୀ ମାର୍ଚ୍ଚ ୧୯,୨୦,୨୧ ରେ କିଭଳି ଭାବରେ ପରିଚାଳନା କରାଯିବା ସହ ଘୃତ ଯଜ୍ଞ,ନାମ ଯଜ୍ଞ, ଗାୟତ୍ରୀ ମହାମନ୍ତ୍ର ର ଶ୍ରଦ୍ଧାଳୁମାନେ କିପରି ଦର୍ଶନ ପାଇଁ ପାରିବେ ସେ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)