ରାଉରକେଲା ଠାରେ ବିଜୁବାବୁ ଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ

(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୦୮/୦୩/୨୦୨୧, ରାଉରକେଲା : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସୋମିଲ ଛକ ନିକଟସ୍ଥ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପ୍ରଣ କରାଯିବା ସହ ଲୋକଙ୍କୁ ଦହି ସର୍ବତ ଏବଂ ଟିଫିନ ବଣ୍ଟନ କରାଗଲା | ଏବଂ ବିଜୁ ଜୟନ୍ତୀ ପାଳନ କରାଗଲା ଏହି କାର୍ଯ୍ୟକ୍ରମ ରେ ଲାଠିକଟା ବ୍ଲକର ବିଜୁ ଜନତା ଦଳର ଯୁବ , ଛାତ୍ର , ମହିଳା ତଥା ସମସ୍ତ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ |


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
