
ଢେଙ୍କାନାଳ TPCODL ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳନ
ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୦୮/୦୩/୨୦୨୧ ଢେଙ୍କାନାଳ : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ TPCODL ଆନୁକୁଲ୍ୟରେ ଢେଙ୍କାନାଳ ସ୍ଥିତ ଦେବକନ୍ୟା ହୋଟେଲ ରେ ଏକ ସମ୍ବର୍ଦ୍ଧନା
ଉତ୍ସବ ପାଳିତ ହୋଇଯାଇଛି। ଏହି ଉସ୍ତବରେ ମୁଖ୍ୟଅତିଥି ଭାବେ ବିଭା ରାଣୀ ପାତ୍ର, ସମ୍ମାନୀୟ ଅତିଥି ଭାବେ ଦୀପ୍ତିମୟୀ ଲେଙ୍କା ଏବଂ କମ୍ପାନୀ ର ପ୍ରକିୟମେଣ୍ଟ ଶ୍ରୀ ପ୍ରବିଣ ଜେନା ମହିଳା କର୍ମଚାରୀମାନଙ୍କୁ ଉଦ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମ ଟ ମାନବସମ୍ବଳ ବିଭାଗୀୟ ପ୍ରବନ୍ଧକ ଅଳକା ନନ୍ଦ, ଅତିସା, ବିଶ୍ୱନାଥ ଖୁଣ୍ଟିଆ, ଓ ମୁକେଶ ସିଂହ ସହଯୋଗ ରେ ସୁପରିଚାଳନା ହୋଇଥିଲା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
