AIKS , ଆମ୍ ଆଦମୀ ପାର୍ଟି ପକ୍ଷରୁ ବନ୍ଦକୁ ସମର୍ଥନ
ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଯେଉଁ ଦେଶ ରେ ଜୟ ଯବାନ କୁ ଓ ଜୟ କିଷାନ କୁ ସବୁ ବେଳେ ମର୍ଯ୍ୟାଦା ଦିଆଯାଏ l ସେଇ ଦେଶ ରେ ଆଜି କୁ ଦୀର୍ଘ ଦିନ ହେଲା କେନ୍ଦ୍ର ସରକାର କୃଷକ ନୀତିକୁ କୃଷି ମାନେ ବିରୋଧ କରିଆସୁଛନ୍ତି l ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବରହମପୁର ଠାରେ AIKS , ଆମ୍ ଆଦମୀ ପାର୍ଟି ପକ୍ଷରୁ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ଯାସ ର ଦର ବୃଦ୍ଧି, ସରକାର ଙ୍କ କୃଷିନୀତି, ଓ ଭାଗ ଚାଷୀ ଙ୍କୁ ଚାଷୀ ର ମାନ୍ୟତା ଦେବା ଇତ୍ଯାଦି ଦାବିନେଇ ବରହମପୁର ରେଳ ଷ୍ଟେସନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)

