ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଜେ ବି ଏନ, ୦୯/୦୪ /୨୦୨୧, ଭୁବନେଶ୍ବର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚିଫ୍ କଞ୍ଜରଭେଟର ଅଫିସର ସିନିୟର କ୍ଲର୍କ ଦିଲ୍ଲୀପ କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି l ସୂଚନା ମୁତାବକ ଏକକାଳୀନ ୪ଟି ସ୍ଥାନରେ ବୁବନେଶ୍ବରର ଭିଜିଲାନ୍ସ ଚଢାଉ ଜାରି ରଖିଥିବା ବେଳେ ଡିଭିଜନ ଭୁବନେଶ୍ବରର ଘାଟିକିଆରେ ଏକ ସରକାରୀ ବାସଭବନ , ଜାଗମରା ମାଲିକ କମ୍ପରେ ଏକ ତିନି ମହଲା ଘରେ ରେଡ୍ ହୋଇଛି । ଏତଦ୍ ବ୍ୟତୀତ ଦିଲ୍ଲୀପ କୁମାରଙ୍କ ଢେଙ୍କାନାଳ ଘର ଓ କଟକ ଅଫିସରେ ମଧ୍ୟ ଚଢାଉ କରିଥିଲେ l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)