
କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ମହାନତା, ଅସହାୟ ବୃଦ୍ଧାଙ୍କୁ ଚିକିସ୍ଥା ନିମନ୍ତେ ମେଡିକାଲ୍ ନେଲେ
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ବ୍ରହ୍ମପୁର ସହରର ସ୍ଵେଚ୍ଛାସେବୀ ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଦୀର୍ଘ ଦୁଇ ଦିନ ଧରି ପୁରୁଣା ବ୍ରହ୍ମପୁର ହରିଡ଼ା ଖଣ୍ଡି ଛକ ଅନ୍ତର୍ଗତ ଆନଦ ନଗର ଠାରେ ଅସହାୟ ଅବସ୍ଥା ରେ ଥିବା ଜୈନଙ୍କ ବୃଦ୍ଧା ଙ୍କୁ ଆଜି ଖବର ପାଇ ୧୦୮ ଆମ୍ବୁଲାନ୍ସ ଡାକି ଏମ୍ କେ ସି ଜି ମେଡିକାଲ ରେ ଚିକିତ୍ସା ନିମେନ୍ତ ଆଡମିଶନ କରିଛନ୍ତି । ଏଥିରେ ଟ୍ରଷ୍ଟ ବହୁ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ସହଯୋଗ କରିଥିଲେ ।ଟ୍ରଷ୍ଟ ର ଏହି ମହାନ୍ କାର୍ଯ୍ୟ ପାଇଁ ସହରବାସୀ ମାନେ ସାଧୁବାଦ ଜଣାଇଛନ୍ତି । ଏହା ଆଗରୁ ମଧ୍ଯ ଖବର ପ୍ରକାଶନ ପରେ ବିଜୁ ଜନତା ଦଳ ର କର୍ମକର୍ତ୍ତା ମାନେ ଏହି ବୃଦ୍ଧା ଙ୍କୁ ଖାଇବା ଦେବା ସହ ସହାୟତା କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)
