Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଟୋକନ ପାଇଁ ଚାଷୀ କଲବଲ ; ୨ ମାସ ପରେ ଧାନ କିଣା ସମୟ : ଅମଳ କରି ଜଗିଛି ଚାଷୀ, ଶୀତ କାକରରେ ଭିଜୁଛି ଧାନବସ୍ତା - Jagrat Bharat News

ଟୋକନ ପାଇଁ ଚାଷୀ କଲବଲ ; ୨ ମାସ ପରେ ଧାନ କିଣା ସମୟ : ଅମଳ କରି ଜଗିଛି ଚାଷୀ, ଶୀତ କାକରରେ ଭିଜୁଛି ଧାନବସ୍ତା

ଟୋକନ ପାଇଁ ଚାଷୀ କଲବଲ ; ୨ ମାସ ପରେ ଧାନ କିଣା ସମୟ : ଅମଳ କରି ଜଗିଛି ଚାଷୀ, ଶୀତ କାକରରେ ଭିଜୁଛି ଧାନବସ୍ତା

ଜେ. ବି. ଏନ୍ ( ୧୧/୧୨ /୨୦୨୦)

ଟିଟିଲାଗଡ଼ : ମାସେରୁ ଉର୍ଦ୍ଧ୍ବ ହେଲାଣି ଚାଷୀ ଧାନ ଅମଳ କରିସାରିଲାଣି। ଘରେ ଧାନ ରଖିବାର ସୁବିଧା ନାହିଁ। ଢାଙ୍କିବା ପାଇଁ ଆବଶ୍ୟକ ପଲିଥିନ୍ ବି ମହଜୁଦ ନାହିଁ। କାକରରେ ଧାନ ବସ୍ତା ପଡିରହିଛି। ହେଲେ ଧାନ କ୍ରୟ କରିବାକୁ ମଣ୍ଡିରେ ଟୋକନ ପ୍ରହସନ ନେଇ ଚାଷୀ ମହଲରେ କ୍ରମାଗତ ଭାବେ ଅସନ୍ତୋଷ ବଢିବାରେ ଲାଗିଛି

ଟିଟିଲାଗଡ ଉପଜିଲାପାଳ, ଏଆରସିଏସ ଟିଟିଲାଗଡ ଉପଖଣ୍ଡରେ ଧାନ କ୍ରୟ ନେଇ ମଣ୍ଡି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ନଭେମ୍ବର ୧୮ ତାରିଖରେ। ଆଜି ଯାଏ ଟୋକନ୍‌ର ଦେଖା ନାହିଁ। ଅନେକ ଚାଷୀଙ୍କ ଟୋକନ ମାସେ ଦି’ମାସ ପର ତାରିଖରେ ଆସିଥିବା ଅଭିଯୋଗ ହୋଇଛି। ବ୍ଲକ ଅନ୍ତର୍ଗତ ବାନ୍ଧୁପଲା ପେକ୍ସରେ ଚଳିତ ବର୍ଷ ୪୯୯ ଜଣ ଚାଷୀ ଧାନ ବିକ୍ରୟ ପାଇଁ ଅନଲାଇନରେ ଆବେଦନ ମଞ୍ଜୁର ହୋଇଛି। ପ୍ରତ୍ୟେହ ୧ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯିବ ବୋଲି ସରକାରୀ ସ୍ତରରେ ଘୋଷଣା ହୋଇଛି। ହେଲେ ବାନ୍ଧୁପଲା ମଣ୍ଡିରେ ଗତ ୧୮ ତାରିଖରୁ ଅଦ୍ୟାବଧି ୨୩ ଦିନ ବିତିଯିବା ପରେ ମାତ୍ର ୧୧୦୦ କ୍ୱିଣ୍ଟାଲ ହିଁ ଧାନ କ୍ରୟ ହୋଇଥିବା ଜଣାଯାଇଛି। ଅର୍ଥାତ ଦୈନିକ ଏହି ମଣ୍ଡିରେ ହାରାହାରି ୫୦ କ୍ୱିଣ୍ଟାଲ ଧାନ ହିଁ କ୍ରୟ କରାଯାଇଛି। ଏନେଇ ପେକ୍ସ ସମ୍ପାଦକ ଦୁଃଖିଶ୍ୟାମ ରଣା ଚାଷୀଙ୍କ ଟୋକନ ଆସି ନାହିଁ ବୋଲି ନିଜ ଅସହାୟତା ପ୍ରକାଶ କରିଥିଲା। ଏହି ପେକ୍ସରେ ପଞ୍ଜୀକୃତ ଚାଷୀ ଲମ୍ବୁ ସାହୁ ୨୦ ଦିନ ହେଲା ଅମଳ କରି ତାଙ୍କ ଶହେ ବସ୍ତା ଧାନ ବିକ୍ରୟ କରିପାରିନାହାନ୍ତି। ସବୁ ଦିନ ପେକ୍ସକୁ ଆସି ପଚାରି ନିରାଶ ହୋଇ ଫେରୁଛନ୍ତି। ସେହିପରି ଚାଷୀ ପପୁ ସାହୁଙ୍କ ମାସେ ହେଲା ଧାନ ଅମଳ ହୋଇଛି। ତାଙ୍କୁ ଆଗାମୀ ୨୦୨୧ ଜାନୁୟାରି ୧୮ର ଟୋକନ ଦିଆଯାଇଛି। ପିତାମ୍ବର ବେହେରା ୫୮ କ୍ୱିଣ୍ଟାଲ ଧାନ ଜାନୁଆରି ୧୦ରେ ବିକ୍ରୟ କରିବାକୁ ଧାର୍ଯ୍ୟ ଟୋକନ ଆସିଛି। ବିଘ୍ନରାଜ ସାହୁ ଦୀପାବଳି ସମୟରେ ଧାନ ଅମଳ କରିଥିଲେ। ତାଙ୍କ ବିକ୍ରୟ ତାରିଖ ଡିସେମ୍ବର ୩୧କୁ ଯାଇଛି। ପ୍ରଦୀପ ବେହେରା ବହୁ ଦିନ ଧରି ଘର ଅଗଣାରେ ଧାନ ବସ୍ତା ଜଗିଛନ୍ତି। ତାଙ୍କ ପାଳି ୨୮ ଓ ୨୯ ଡିସେମ୍ବରକୁ ଧାର୍ଯ୍ୟ ରହିଛି।ଏହିପରି ଶତାଧିକ ଚାଷୀ ଧାନ ଅମଳ କରି ଘରେ ରଖିଥିବା ବେଳେ ଟୋକନ ନାହିଁ ବୋଲି ସେମାନଙ୍କୁ ନିରାଶ କରାଯାଉଥିବା ଅଭିଯୋଗ ହୋଇଛି। ନିଜ ଅମଳ ବିକ୍ରୟ କରିବାକୁ ତରତର ଚାଷୀ ସୁଯୋଗ ଅପେକ୍ଷାରେ ଥିବା ଦଲାଲଙ୍କ ଶିକାର ହେବାକୁ ପଡୁଥିବା ଆଲୋଚନା ହୋଇଛି। ଅନେକ ଚାଷୀ ଟୋକନ୍‌ ଫନ୍ଦି ନେଇ କ୍ୱିଣ୍ଟାଲ ପ୍ରତି ମାତ୍ର ୧୨ଶହ ଟଙ୍କାରେ ନିଜ ସର୍ବସ୍ୱ ଦଲାଲଙ୍କ ହାତରେ ସମର୍ପିବାକୁ ବାଧ୍ୟ ହେଉଛନ୍ତି। ଏ ପରିପ୍ରେକ୍ଷୀରେ ମଣ୍ଡିରେ ଧାନ ବିକ୍ରୟ କରି ୧୮୬୮ ଟଙ୍କା କ୍ୱିଣ୍ଟାଲ ପ୍ରତି ଚାଷୀ ପାଆନ୍ତୁ ବୋଲି ପ୍ରଚାର ପ୍ରସାର ପ୍ରହସନ ପାଲଟିଛି। ଗୋଟିଏ ଋତୁରେ ଅତିକମରେ କେହି ୨ହଜାର କ୍ୱିଣ୍ଟା ଧାନ କ୍ରୟ କଲେ ଅତି କମରେ କ୍ୱିଣ୍ଟାଲ ପ୍ରତି ୩ଶହ ଟଙ୍କା ଲାଭ ହେଲେ ମୋଟ ୬ ଲକ୍ଷ ଟଙ୍କାର ଆୟର ପନ୍ଥା ରହିଥିବା ଜନୈକ ପୂର୍ବତନ ଧାନ ବେପାରି କହିଛନ୍ତି। ମଣ୍ଡି ବ୍ୟବସ୍ଥା ନେଇ ଚାଷୀ ଶୋଷିତ ହେଉଥିବା ବେଳେ ପ୍ରଶାସନର ନିଦାବିଷ୍ଣୁ ପଣ ନେତାଙ୍କୁ ହତବାକ କରିଛି। ଏପରିକି ଅସାଧୁ ପ୍ରକ୍ରିୟାକୁ ବଳ ଦେବା ପାଇଁ ଜାଣିଶୁଣି ଚାଷୀଙ୍କୁ ଟୋକନ ଦେବାରେ କିଛି ସ୍ୱାର୍ଥନ୍ୱେଷୀ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ଚାଷୀ ନେତା ଜିତୁ ସାହୁ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଟିଟିଲାଗଡ ଏଆର୍ସିଏସ୍ ଅଜିତ ବଗର୍ତ୍ତିଙ୍କୁ ଯୋଗାଯୋଗ କରିବାକୁ ଉପରୁ ଟୋକନ ଆସୁଥିବା ନେଇ ଆମ ହାତ ପାଉ ନାହିଁ ବୋଲି ଅସହାୟତା ପ୍ରକଟ କରିଛନ୍ତି। ଏନେଇ ରାଜ୍ୟ ସରକାର ଚାଷୀ ସମସ୍ୟାର ସମାଧାନ ପାଇଁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech