ଶୁକ୍ରବାର ଠାରୁ ଲାଗୁ ହେବ ୧୨ ଘଣ୍ଟିଆ କର୍ଫ୍ୟୁ, ସନ୍ଧ୍ୟା ୫ ରୁ ବଜାର ହେବ ବନ୍ଦ ଜେ ବି ଏନ, ୧୫/୦୪/୨୦୨୧, ଜୟପୁର : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ରଜସ୍ଥାନରେ କରୋନା ସ୍ଥିତି ଉତ୍କଟ ହେଉଥିବାରୁ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଶୁକ୍ରବାର ଠାରୁ ରାଜ୍ୟର ସବୁ ସହରରେ ୧୨ ଘଣ୍ଟିଆ କମ୍ପ୍ୟୁ ବଳବତ୍ତର ରହିବ । ସୂଚନା ମୁତାବକ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ରହିବ । ଏହି ସମୟରେ କେହି ବି ବାହାରକୁ ବାହାରି ପାରିବେ ନାହିଁ । ଏପ୍ରିଲ ୩୦...






