Category: ଚଳଚ୍ଚିତ୍ର

କୋରାପୁଟର ସାଉଥ ସୁପରଷ୍ଟାର ମହେଶ ବାବୁ, ଚାଲିଛି ଫିଲ୍ମ ସୁଟିଂ

କୋରାପୁଟର ସାଉଥ ସୁପରଷ୍ଟାର ମହେଶ ବାବୁ, ଚାଲିଛି ଫିଲ୍ମ ସୁଟିଂ କୋରାପୁଟର ଚାଲିଛି ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଫିଲ୍ମ ସୁଟିଂ । ମିଳିଥିବା ସୂଚନା ଅନୁସାରେ, ପ୍ରସିଦ୍ଧ ଫିଲ୍ମ ନର୍ମାତା ତଥା ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଆଗାମୀ ଫିଲ୍ମ ସୁଟିଂ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହେବ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ

ଭୂବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହେବ ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ। ଏନେଇ ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ। ଆଜି ଦିନ ପ୍ରାୟ ୧୧ଟାରେ ଉତ୍ତମ ମହାନ୍ତିଙ୍କ ମରଶରୀର ଭୁବନେଶ୍ୱରରେ ପହଁଚିବ। ଏହାପରେ ପାର୍ଥିବ…

ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ

ଭୂବନେଶ୍ବର: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀର ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ…

ବାରବାଟୀରେ ହେବ ସେଲିବ୍ରିଟି କ୍ରିକେଟ୍ ମ୍ୟାଚ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବୋନି କପୁର ଏବଂ ଅର୍ଜୁନ କପୁର

ଭୂବନେଶ୍ୱର, ୧୪/୦୨ : ଆସନ୍ତା ୧୬ ତାରିଖ ଦିନ କଟକ ବାରବାଟୀରେ ହେବାକୁ ଯାଉଛି ସେଲିବ୍ରିଟି କ୍ରିକେଟ୍ ଲିଗ୍ । ଏଥିପାଇଁ ୪ଟି ଟିମ୍ କଟକ ଆସୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ବଲିଉଡ୍ ନିର୍ଦ୍ଦେଶକ ବନି କପୁର । ବିଧାନସଭା…

ବିଗିଡିଲା ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଭୂବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି…

ମ୍ୟୁଜିକ ଡାଇରେକ୍ଟର ପ୍ରେମ ଆନନ୍ଦଙ୍କ ଦ୍ବାରା ସମସ୍ତ କଣ୍ଠ ଶିଳ୍ପିଙ୍କ ଦ୍ବାରା ଓ ସହଯୋଗରେ ନବବର୍ଷ ୨୦୨୫ ଉପଲକ୍ଷେ ଏକ ମେଗା ଉଭେଣ୍ଟ କିଛି ସମୟ ନେଇ ଆସିବ ଖୁବ ମହୋସମରୋହରେ ପାଳିତ

ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପ ଠାରେ ଓଡ଼ିଶାର ପ୍ରସିଦ୍ଧି ଲାଭ କରିଥିବା ମ୍ୟୁଜିକ ଡାଇରେକ୍ଟର ପ୍ରେମ ଆନନ୍ଦଙ୍କ ଦ୍ବାରା ସମସ୍ତ କଣ୍ଠ ଶିଳ୍ପିଙ୍କ ଦ୍ବାରା ଓ ସହଯୋଗରେ ନବବର୍ଷ ୨୦୨୫ ଉପଲକ୍ଷେ ଏକ ମେଗା ଉମେଣ୍ଟ କିଛି ସମୟ ନେଇ ଆସିବ ଖୁବ…

ଜାପାନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୮୯୮ ଏଡି’

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ନାଗ ଅଶ୍ୱିନ ଜାପାନୀ ପ୍ରଶଂସକଙ୍କ ଠାରୁ ପାଇଥିବା ପ୍ରେମରେ ବିଭୋର ହୋଇପଡିଛନ୍ତି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶି ବ୍ଲକବଷ୍ଟର ‘କଲ୍କି-୨୮୯୮ ଏଡି’ ଜାନୁୟାରୀ ୩, ୨୦୨୫ ରେ ଜାପାନରେ ଏହାର ଭବ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି…

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ପରେ ଏବେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ପରେ ଏବେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ । କୁହାଯାଉଛି, ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ବାନ୍ଦ୍ରା ପୋଲିସରେ ମାମଲା ଦାଏର ହୋଇଛି । ଧମକ ଦେଇଥିବା ବ୍ୟକ୍ତିର କଲ୍ ଟ୍ରେସ୍ କରୁଛି…

ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ

ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ ମ୍ବାଇ,୨୪।୮ : ସିନେମା ଜଗତରୁ ଏକ ଦୁଃଖଦ ଖବର ଆସିଛି। ଭେଟେରାନ ଅଭିନେତ୍ରୀ ସୀମା ଦେଓଙ୍କର ଦେହାନ୍ତ ହୋଇଛି। ଏହି ଭେଟେରାନ ଅଭିନେତ୍ରୀ ଆନନ୍ଦ, କୋଶିସ ଏବଂ କୋରା କାଗାଜ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।…

ଯୋରନ୍ଦା ପାଇଁ ୧୧୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ହେବ। ମେ ୨୯ ତାରିଖ ଦିନ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ୧୫ ଦିନରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ।…