
ଜାଗ୍ରତ ଭାରତ ନ୍ୟୂଜ୍ ତତଫରୁ ସମସ୍ତ ପାଠକ ମାନଙ୍କୁ ସ୍ଵାଗତ। ‘ଲୁଣ’ (Salt) ଉପରେ ଏକ ସ୍ଵତନ୍ତ୍ର ଏବଂ ତଥ୍ୟଭିତ୍ତିକ ଆଲେଖ୍ୟ ନିମ୍ନରେ ପ୍ରସ୍ତୁତ କରାଗଲା: ଲୁଣ: ଜୀବନର ସ୍ଵାଦ ଓ ଶରୀରର ଆବଶ୍ୟକତା ସ୍ଵତନ୍ତ୍ର ପ୍ରତିବେଦନ: ଆମ ରୋଷେଇ ଘରର ସବୁଠାରୁ ସାଧାରଣ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ହେଉଛି ‘ଲୁଣ’। ବିନା ଲୁଣରେ ସବୁ ଖାଦ୍ୟ...

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି । ଆଉ ଏହି ଦାବିକୁ ମୋଦି କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଚଳିତବର୍ଷ ହେବାକୁ ଥିବା କେରଳ...

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି । ଏଥିରେ କେହି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ, ସଂସ୍କୃତ ବିଷୟ ପରୀକ୍ଷା ଶେଷ ହେବା ପରେ ଏହି ତିନୋଟି ବିଷୟର ଉତ୍ତର ଖାତା ମଙ୍ଗଳବାରଠୁ ରାଜ୍ୟର ୩୨୨ଟି ଯାକ...

ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ନୟାଗଡ ବନ୍ଦ ଡାକରା ଦିଆଯାଇଛି । ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ଦିଆଯାଇଥିବା ଡାକରାରେ କେବଳ ଦୋକାନବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୃଷ୍ଟିରୁ ଗାଡି ଚଳାଚଳ ଚାଲୁ ରହିବ । ନୟାଗଡ ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ଦୀର୍ଘଦିନ...

ଯାଜପୁର: ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ । ଯାଜପୁର ଧର୍ମଶାଳା ପନ୍ତୁରୀ ଠାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ତହସିଲ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ପାଚେରୀ ଭଙ୍ଗାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସମୁଦାୟ ୧୨ ଏକର ୮୮ ଡେସିମିଲ ଜମିରେ...

ମୁମ୍ବାଇ : ସାଉଥ ସିନେମାର ଚର୍ଚ୍ଚିତ ଷ୍ଟାର ରଶ୍ମିକା ମନ୍ଧାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହକୁ ନେଇ ଚର୍ଚ୍ଚା । ଉଦୟପୁରରେ ପହଞ୍ଚିଛନ୍ତି ରଶ୍ମିକା ଓ ବିଜୟ । ୨୬ ଫେବ୍ରୁଆରୀରେ VIROSHଙ୍କ ଗ୍ରାଣ୍ଡ୍ ୱେଡିଂ । ଉଦୟପୁରରେ ‘VIROSH’ କ୍ରେଜ୍। ରାଜକୀୟ ଷ୍ଟାଇଲରେ ହେବ ବିବାହ ଉତ୍ସବ । ଆରମ୍ଭ ହେଲା ପ୍ରି-ୱେଡିଂ ଉତ୍ସବ ।...









All rights reserved. Designed by Inter Softech