ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତୀ ନାୟକ’

ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତୀ ନାୟକ’

  • ଗୃହଲକ୍ଷ୍ମୀ ସମବାୟ ସମିତି ସହାୟତାରେ ମାସିକ କାରବାର ୧ ଲକ୍ଷ ଟଙ୍କା

ମେରାମଣ୍ଡଳୀ, ୧୧.୦୬.୨୦୨୬: କ୍ୟାଟେରିଂ ବ୍ୟବସାୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡ଼ା ଗ୍ରାମର ସୁକାନ୍ତି ନାୟକ । ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଗୃହଲକ୍ଷ୍ମୀ ସମବାୟ ସମିତିରୁ ମାତ୍ର ୧୫ ହଜାର ଟଙ୍କାର ପ୍ରାଥମିକ ଋଣ ନେଇ ଆରମ୍ଭ କରିଥିବା ବ୍ୟବସାୟରେ ଏବେ ମାସିକ କାରବାର ୧ଲକ୍ଷରୁ ଅଧିକ ହେଉଥିବା ବେଳେ ପାଖାପାଖି ୫୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ବାହାରୁଛି । ରୋଷେଇ ପ୍ରତି ଥିବା ନିଜର ଆଗ୍ରହକୁ ସେ ଏକ ସଫଳ ବ୍ୟବସାୟରେ ପରିଣତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

୫ ଜଣିଆ ପରିବାରରେ ସ୍ୱାମୀ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ, ପରିବାରକୁ ଆର୍ଥିକ ସହଯୋଗ କରିବା ସହ ପୁଅର ଉଚ୍ଚଶିକ୍ଷା ପାଇଁ କିଛି କରିବାକୁ ସୁକାନ୍ତିଙ୍କ ଇଚ୍ଛା ଥିଲା। ସେହି ସମୟରେ ଗ୍ରାମର କେତେଜଣ ମହିଳା ଗୃହଲକ୍ଷ୍ମୀ ସମବାୟ ସମିତିର ବୈଠକରେ ଯୋଗ ଦେଉଥିବା ଦେଖି ସୁକାନ୍ତି ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ। ସେଠାରେ ନିଜର ରୋଷେଇ ପ୍ରତି ଥିବା ଆଗ୍ରହକୁ ବ୍ୟବସାୟରେ ପରିଣତ କରିବା ପାଇଁ ସ୍ଥିର କରିଥିଲେ।

ସୁକାନ୍ତିଙ୍କ ଏହି ଉତ୍ସାହ ଦେଖି ‘ଗୃହଲକ୍ଷ୍ମୀ’ ଟିମ୍ ପକ୍ଷରୁ ତାଙ୍କୁ ଆବଶ୍ୟକ ମାର୍ଗଦର୍ଶନ ସହ ବ୍ୟବସାୟ ଆରମ୍ଭ କରିବା ପାଇଁ ୧୫,୦୦୦ ଟଙ୍କାର ପ୍ରାଥମିକ ଋଣ ମିଳିଥିଲା। ସ୍ୱାମୀ, ପୁଅ ଓ ପରିବାର ସଦସ୍ୟଙ୍କ ସହଯୋଗରେ ସେ ନିଜର କ୍ୟାଟରିଂ ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଫୋନ୍ କଲ୍ ଏବଂ ହ୍ୱାଟସ୍‌‌ଆପ୍ ବୁକିଂ ମାଧ୍ୟମରେ ସେ ସଞ୍ଜପଡ଼ା, ଖଲିବେରଣା, କୁରୁଣ୍ଟି ଏବଂ ମଙ୍ଗଳପୁର ଅଞ୍ଚଳରେ ସ୍ୱଳ୍ପ ମୂଲ୍ୟରେ ସୁସ୍ଵାଦ ଖାଦ୍ୟ ଯୋଗାଇ ଦେଉଛନ୍ତି।

ବର୍ତ୍ତମାନ ସୁକାନ୍ତି ଦୈନିକ ହାରାହାରି ୭୦ଟି ମିଲ୍ ଯୋଗାଉଥିବା ବେଳେ ଅନେକ ସମୟରେ ଏହା ପ୍ରାୟ ୨୦୦ ରୁ ଅଧିକ ମିଲ୍ ବିକ୍ରି କରିପାରୁଛନ୍ତି । ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାର୍ଯ୍ୟାଳୟର ବିଭିନ୍ନ ବୈଠକ ପାଇଁ ମଧ୍ୟ ସେ ଖାଦ୍ୟ ଯୋଗାଉଛନ୍ତି । ବ୍ୟବସାୟର ପ୍ରଥମ ମାସରେ ପ୍ରାୟ ୮୫,୦୦୦ ଟଙ୍କାର କାରବାର ହୋଇଥିବା ବେଳେ, ବର୍ତ୍ତମାନ ଏହା ୧ ଲକ୍ଷ ଟଙ୍କାକୁ ବୃଦ୍ଧି ଘଟିଛି । ସେଥିମଧ୍ୟରୁ ସେ ମାସିକ ପ୍ରାୟ ୫୫,୦୦୦ ଟଙ୍କାର ଲାଭ କରୁଛନ୍ତି।

ଏହି ସମ୍ପର୍କରେ ସୁକାନ୍ତି ନାୟକ କୁହନ୍ତି, “ମୁଁ ସବୁବେଳେ ପରିବାର ପାଇଁ କିଛି କରିବାକୁ ଚାହୁଁଥିଲି, କିନ୍ତୁ କେଉଁଠୁ ଆରମ୍ଭ କରିବି ଜାଣିନଥିଲି। ଏଥିପାଇଁ ଗୃହଲକ୍ଷ୍ମୀ ସମବାୟ ସମିତି କେବଳ ଆର୍ଥିକ ସହାୟତା ଦେଇନାହିଁ, ବରଂ ଜଣେ ଉଦ୍ୟୋଗୀ ହେବାର ଆତ୍ମବିଶ୍ୱାସ ମଧ୍ୟ ଦେଇଛି । ବର୍ତ୍ତମାନ ମୁଁ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ମୁଁ ମୋ ପୁଅର କଲେଜ ପାଠପଢ଼ା ଖର୍ଚ୍ଚ ଉଠାଇପାରୁଛି।’

ସୁକାନ୍ତି ଆଗାମୀ ଦିନରେ ଏହି ବ୍ୟବସାୟ କୁ ଆହୁରି ବୃଦ୍ଧି କରିବା ସହ ସ୍ଥାନୀୟ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପ୍ରେରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଉଚିତ୍ ସମୟରେ ଆବଶ୍ୟକ ପରାମର୍ଶ ମିଳିଲେ ସୁକାନ୍ତିଙ୍କ ଭଳି ଗ୍ରାମାଞ୍ଚଳର ଅନ୍ୟ ମହିଳାମାନେ ମଧ୍ୟ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରିବେ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech