ଢେଙ୍କାନାଳ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସର ରେ ଚଳିତ ବର୍ଷର ରଥ ଯାତ୍ରା ପାଇଁ ସ୍ଥାନୀୟ ବଳରାମ ମନ୍ଦିର ରୁ ଆଜ୍ଞା ମାଳ ଅଣାଯାଇ ରଥ ଗଡା ସ୍ଥିତ ରଥ ଖଳା ଠାରେ ପୂଜା ଅର୍ଚ୍ଚନା କରାଯାଇ ଅଖରେ ଚକ ଲାଗି ହେଲା। ପୂଜକ ମଳୟ କର, ପଳିଆ ସେଵକ ଶମ୍ଭୁନାଥ ମହାପାତ୍ର, ବିଶ୍ବକର୍ମା ଅଶୋକ ମହାପାତ୍ର, ଦେବତର ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରୀପାଠୀ ଙ୍କ ଉପସ୍ଥିତି ରେ ଅଖରେ ଚକ ଲାଗି ନୀତି ଅନୁଷ୍ଠିତ ହେଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


