ଢ଼େଙ୍କାନାଳ:କୈବଲ୍ୟ ବଜାର ସ୍ଥିତ ଦଧିବାମନ ଜିଉଙ୍କ ମଠ ପ୍ରାଙ୍ଗଣ ରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇଥିଲା। ରତ୍ନ ବେଦୀ ଠାକୁର ଙ୍କୁ ସ୍ନାନବେଦୀ ଙ୍କୁ ଅଣାଯାଇ ସୁବାସିତ ଜଳ ରେ ସ୍ନାନ କରାଯାଇଥିଲା। ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାର, ପରେ ବଲ୍ଲଭ ଭୋଗ ଲାଗି ହୋଇଥିଲା।ପୂଜକ ଅକ୍ଷୟ କୁମାର ତ୍ରପାଠୀ ପୂଜା ଅର୍ଚ୍ଚନା କରିଥିଲେ। ରାତ୍ର ସମୟରେ ଠାକୁର ଅଣସର ଘରକୁ ଯିବେ।



