ଜଗନ୍ନାଥମହାପ୍ରଭୁ ଙ୍କ ସ୍ନାନଯାତ୍ରା
ତାଳଚେର : ବହୁ ପୁରାତନ ଅମଳରୁ ତାଳଚେର ବ୍ରାହ୍ମଣୀ ନଦୀ କୂଳରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ଆଜି ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ସେବକ ଦେଉଳ ପୁରୋହିତମାନେ ନୀତି ନିୟମ ଅନୁସାରେ ରେ ସ୍ନାନ ପୂର୍ଣ୍ଣିମା ସମ୍ପାଦନ କରିଥିଲେ | ଆଜି ପୂର୍ବାହ୍ନ ୧୦ ଘଟିକାରେ ରେ ମହାପ୍ରଭୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ଜେ ହୋଇଥିଲା। ଏହାପରେ ଅପରାହହ୍ନ ୧୨.୪୫ ମିନିଟ ୧ ୧୦୮ କଳସରେ ମହାପ୍ରଭୁଙ୍କ ସ୍ନାନ କାର୍ଯ୍ୟ କରାଯାଇଥିଲା। ଆଜି ଳଚେରର ଏହି ଦେବସ୍ନାନ ପୂର୍ଣିମା ଦିବସରେ ତାଳଚେର ରାଜସାହେବ ବିଜେନ୍ଦ୍ର ଦେବ ଓ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ମନ୍ଦିରର ରାଜ ପୁରୋହିତ ତ ପଙ୍କଜ ଲୋଚନ ପତିଙ୍କ ଉପସ୍ଥିତିରେ ତିନି ଦିଅଙ୍କୁ ରୀତିନୀତିରେ କାର୍ଯ୍ୟ ସମାପ୍ତ ହେଲା ପରେ ମହାପ୍ରଭୁଙ୍କ ବାଳଧୂପ କରାଯାଇ ଓ ଅର୍ଣ୍ଣ ପ୍ରସାଦ ଲଗାଯାଏଇ ମହାପ୍ରଭୁ ଗଜ ଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା। ପବିତ୍ର ସ୍ନାନଯାତ୍ରା ଉପଲକ୍ଷେ ସ୍ନାନ ମଣ୍ଡପରେ ବିଜେ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜୀଉମାନଙ୍କୁ ଧାଡ଼ି ପହଣ୍ଡି କରି ବିଜେ କରାଯିବା ପରେ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ମଇଲମ ଏବଂ ତଡ଼ପ ଲାଗି ଆଦି ବିଭିନ୍ନ ନୀତି ସମ୍ପନ୍ନ ହେବା ସହ ଶ୍ରୀବିଗ୍ରହମାନଙ୍କ ସ୍ନାନଯାତ୍ରା ସମ୍ ସମ୍ବନ୍ଧିତ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଛି। ସ୍ନାନ ସମାପନ ପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଆଡ଼ପମଣ୍ଡପକୁ ନିଆଯାଇଥିଲା।ଏହି ସନ୍ନ ଯାତ୍ରା ଦେଖି ବା ପାଇଁ ତାଳଚେରଆଖ ପାଖରୁ ବୋହୁ ଶ୍ରଦ୍ଧା ଳୁ ଙ୍କ ଆଗମୋନ ହୋଇଥିଲା ମଦିର ତୋରଫୁରୁ ପ୍ରସାଦ ସେବନ ଵେବସ୍ତା କରାଯାଇ ଥିଲେ



