‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ ଉଦଘାଟନ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ପରବେଶ ବର୍ମା, ନୂଆଦିଲ୍ଲୀ ନଗରପାଳିକା ପରିଷଦ (ଏନ୍. ଡି. ଏମ୍. ସି.)ର ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ କୌଣସି ଦେଶର ଭବିଷ୍ୟତ କୃଷି, ବଜାର କିମ୍ବା ଶିଳ୍ପ ଦ୍ୱାରା ନିର୍ଦ୍ଧାରିତ ହୋଇନଥାଏ, ବରଂ ଏହାର ପାଠାଗାରରେ ଏକତ୍ରିତ ହେଉଥିବା ଯୁବକମାନଙ୍କ ଭିଡ଼ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ସେ କହିଥିଲେ ଯେ ରାଷ୍ଟ୍ରକୁ ଆଗକୁ ନେଉଥିବା, ରାଷ୍ଟ୍ର ନିର୍ମାଣ କରୁଥିବା ଏବଂ ରାଷ୍ଟ୍ରକୁ ଗୌରବ ପ୍ରଦାନ କରୁଥିବା ସମସ୍ତ କାର୍ଯ୍ୟକଳାପ ଜ୍ଞାନ ଏବଂ ବିବେକରେ ନିହିତ। କେବଳ ଏକ ପାଠାଗାର ହିଁ ଏହି ଜ୍ଞାନ ପ୍ରଦାନ କରିପାରିବ।

ଶ୍ରୀ ଶାହ ଯୁବ ପିଢ଼ିକୁ ଥରେ ପୁସ୍ତକାଳୟରେ ଯୋଗଦେବାକୁ ନିବେଦନ କରିଥିଲେ। ପଢ଼ିବାର ଅଭ୍ୟାସ ସୃଷ୍ଟି ହେବା ମାତ୍ରେ ଭଲ ଏବଂ ମନ୍ଦର ବିବେକ ନିଜେ ନିଜେ ଜାଗ୍ରତ ହୋଇଯିବ। ନିଜର ଅଭିଜ୍ଞତା ବାଣ୍ଟି ଗୃହମନ୍ତ୍ରୀ କହିଥିଲେ ଯେ ଯେଉଁ ଛୋଟ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ବାଲ୍ୟକାଳ ଅତିବାହିତ କରିଥିଲେ, ସେଠାରେ ଏକ ସମୃଦ୍ଧ ପାଠାଗାର ଥିଲା। ସେ କହିଥିଲେ ଯେ ସେହି ପାଠାଗାର ସହିତ ତାଙ୍କର ସମ୍ପର୍କ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ସେ କହିଥିଲେ ଯେ ‘ଆଲାଦିନ୍ ଆଣ୍ଡ୍ ଦି ମ୍ୟାଜିକାଲ୍ ଚିରାଗ୍’,’ଅଲିବାବା ଆଣ୍ଡ୍ ଦି ଫର୍ଟି ଥିଭସ୍‍, ‘ଦି ଜର୍ଣ୍ଣି ଅଫ୍ ସିନ୍ଧବାଦ ‘ ଭଳି ପୁସ୍ତକ ପଢ଼ୁଥିବାବେଳେ ସେ ଜାଣିନଥିଲେ ଯେ ତାଙ୍କର ଅଧ୍ୟୟନ ଯାତ୍ରା କେବେ ବେଦ ଏବଂ ଉପନିଷଦରେ ପହଞ୍ଚିଥିଲା।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜି ସଭାଗୃହରେ ସେ ଏକ ବାକ୍ୟ ଦେଖିଥିଲେ, ଯେଉଁଥିରେ ଲେଖା ଥିଲା, “କହିବା ପୂର୍ବରୁ ଚିନ୍ତା କରିବା ଉଚିତ, କାରଣ ଶବ୍ଦ ଆଉ ଫେରିଆସିବ ନାହିଁ”। ସେ କହିଥିଲେ ଯେ କୌଣସି ବାକ୍ୟ କହିବା ପୂର୍ବରୁ ଜଣେ ଚିନ୍ତା କରିବା ଉଚିତ ଏବଂ କ’ଣ ଚିନ୍ତା କରିବା ଉଚିତ ତାହା ଚିନ୍ତା କରିବା ପୂର୍ବରୁ ପଢ଼ିବା ଉଚିତ ଏବଂ ଏହି ସଂସ୍କାର କେବଳ ପାଠାଗାରରୁ ହିଁ ମିଳିପାରିବ।

ଶ୍ରୀ ଶାହ କହିଥିଲେ ଯେ ତାଙ୍କ ଜୀବନରେ ଏହି ପାଠାଗାରର ବହୁତ ବଡ଼ ଯୋଗଦାନ ରହିଛି। ସେ କହିଛନ୍ତି ଯେ ତାଙ୍କ ସଂସଦୀୟ କ୍ଷେତ୍ରରେ ସେ ଏକ ଛୋଟ ଉଦ୍ୟମ କରିଛନ୍ତି। ତାଙ୍କ ସଂସଦୀୟ କ୍ଷେତ୍ରର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଏକ ପାଠାଗାର ଖୋଲାଯାଇଛି, ଯେଉଁଥିରେ ପ୍ରାୟ ୩ ରୁ ୪ ହଜାର ପୁସ୍ତକ ରହିଛି। ଏହି ପାଠାଗାରଗୁଡ଼ିକ ମୁଖ୍ୟ ପାଠାଗାର ସହିତ ସଂଯୁକ୍ତ, ଯେଉଁଥିରେ ୧.୨୫ ଲକ୍ଷ ପୁସ୍ତକ ରହିଛି। ଏହାବ୍ୟତୀତ, ଚାରୋଟି ଭ୍ରାମ୍ୟମାଣ ଭ୍ୟାନ୍ ମଧ୍ୟ ପରିଚାଳିତ ହୋଇଛି। ସେ କହିଛନ୍ତି ଯେ ଗାଁର ପିଲାମାନେ ଲାଇବ୍ରେରୀରେ ନିଜ ପସନ୍ଦର ପୁସ୍ତକର ନାମ ଲେଖନ୍ତି ଏବଂ ଏହାକୁ ଅର୍ଡର କରିବାକୁ ଅନୁରୋଧ କରନ୍ତି, ଏବଂ ପ୍ରତି ଶୁକ୍ରବାର ସେମାନଙ୍କର ପସନ୍ଦର ପୁସ୍ତକ ଗାଁର ପିଲାମାନଙ୍କୁ ଉପଲବ୍ଧ କରାଯାଏ । ସେ କହିଥିଲେ ଯେ ଆମେ ପ୍ରତ୍ୟେକ ପାଠାଗାରକୁ ବିଦ୍ୟାଳୟ ସହିତ ଯୋଡ଼ିବା ପାଇଁ ପ୍ରୟାସ କରିଛୁ।

କେନ୍ଦ୍ର ଗୃହମନ୍ତ୍ରୀ ଦିଲ୍ଲୀ ସରକାରଙ୍କୁ ସହରର ସମସ୍ତ ପୁସ୍ତକାଳୟ ଗୁଡ଼ିକୁ ପରସ୍ପର ସହ ଜଡ଼ିତ କରିବା ଏବଂ ସେଗୁଡ଼ିକୁ ବିଦ୍ୟାଳୟଗୁଡ଼ିକ ସହ ଯୋଡ଼ିବା ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ପୁସ୍ତକ ପ୍ରେମୀମାନଙ୍କୁ ପୁସ୍ତକାଳୟ ସହ ଯୋଡ଼ି ହେବା ପାଇଁ ଉତ୍ସାହିତ କରିବାକୁ ଏକ ସୁଚିନ୍ତିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବା ଉଚିତ। ଏଥିସହିତ, ସେ ‘ଜୟପ୍ରକାଶ ନାରାୟଣ ଜନ ପୁସ୍ତକାଳୟ’ର କର୍ମଚାରୀମାନଙ୍କୁ ନୂଆଦିଲ୍ଲୀ ଆଖପାଖରେ ଥିବା ଦଶଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଦ୍ୟାଳୟ ନିକଟକୁ ଯାଇ ଯୁବପିଢ଼ିଙ୍କୁ ପୁସ୍ତକାଳୟ ସହ ଯୋଡ଼ିବା ଏବଂ ସେଠାକୁ ଆସିବା ପାଇଁ ଅନୁପ୍ରାଣିତ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବପିଢ଼ିଙ୍କ ମଧ୍ୟରେ ଥରେ ପଢ଼ିବା ଅଭ୍ୟାସ ଗଢ଼ିଉଠିଲେ, ସେମାନେ ନିଜେ ନିଜେ ଏହାକୁ ଆଗକୁ ବଢ଼ାଇ ଚାଲିବେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ପାଠାଗାର ଜ୍ଞାନର ସାଗରରେ ବୁଡିବା ପାଇଁ ସାହସ ଦେଇଥାଏ ଏବଂ ସମୁଦ୍ର ତଳେ ପଡ଼ିଥିବା ମୋତି ଏବଂ ରତ୍ନଗୁଡ଼ିକୁ ଆଣିବାରେ ମଧ୍ୟ ପ୍ରେରଣା ଦେଇଥାଏ। ଜ୍ଞାନର ସମୁଦ୍ରର ଗଭୀରତାରୁ ଆସିଥିବା ଏହି ମୋତି ଏବଂ ରତ୍ନ ହିଁ ବ୍ୟକ୍ତିତ୍ୱକୁ ସମୃଦ୍ଧ କରିଥାଏ, ଦେଶକୁ ଆଗକୁ ବଢ଼ାଇଥାଏ, ଦେଶକୁ ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ କରିଥାଏ, ଦେଶକୁ ସଂସ୍କାରି, ଶିକ୍ଷିତ ଏବଂ ସୁରକ୍ଷିତ କରିଥାଏ। ସେ କହିଥିଲେ ଯେ ସାହିତ୍ୟିକ ରାମଧାରୀ ସିଂହ ‘ଦିନକର’ ଜୀଙ୍କୁ ପଢ଼ିବା ବିନା ଏହି ଦେଶର ଆତ୍ମା, ସଂସ୍କୃତି, ଆତ୍ମସମ୍ମାନ ଏବଂ ସଂଘର୍ଷ ବିଷୟରେ ଜଣାଯାଇପାରିବ ନାହିଁ ଏବଂ ଏଥିରେ ପାଠାଗାର ସବୁଠାରୁ ଶକ୍ତିଶାଳୀ ଉପକରଣ ହୋଇପାରିବ।

ଶ୍ରୀ ଶାହ କହିଥିଲେ ଯେ ଜୟପ୍ରକାଶ ନାରାୟଣ ଜନ ପୁସ୍ତକାଳୟରେ ୩୨,୦୦୦ରୁ ଅଧିକ ପୁସ୍ତକର ସଂଗ୍ରହ ରହିଛି। ଏଥିରେ ଗବେଷକମାନଙ୍କ ପାଇଁ ଅଲଗା ବ୍ୟବସ୍ଥା, ବହୁମୁଖୀ ଆଧୁନିକ ଅଡିଟୋରିୟମ୍, ଆଧୁନିକ ପଠନ କ୍ଷେତ୍ର, ଶିଶୁ ଜୋନ୍, ଗବେଷଣା କେନ୍ଦ୍ର ଏବଂ ଇ-ଲାଇବ୍ରେରୀ ରହିଛି, ଯେଉଁଥିରେ ଏକ କୋଟି ପୁସ୍ତକ ରହିଛି, ଯାହାକୁ ଅନଲାଇନରେ ପଢ଼ାଯାଇପାରିବ। ୱାଇ-ଫାଇ ମାଗଣା ଅଟେ। ଅନେକ ମନିଟର ସ୍ଥାପନ କରାଯାଇଛି ଯେଉଁଠାରେ ଲାଇବ୍ରେରୀରେ ଅଧ୍ୟୟନ କରିବାକୁ ଆସୁଥିବା ଲୋକମାନେ ନୋଟ୍ ନେଇପାରିବେ, ଡାଉନଲୋଡ୍ କରିପାରିବେ ଏବଂ ସେମାନଙ୍କର ଚିନ୍ତା ପ୍ରକ୍ରିୟାକୁ ଆଗକୁ ନେଇପାରିବେ । ଏକ ଅତ୍ୟାଧୁନିକ ଆର୍. ଏଫ୍. ଆଇ. ଡି. ଆଧାରିତ ପୁସ୍ତକ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ବୋଲି ସେ କହିଥିଲେ। ଓପେକ ସୂଚୀପତ୍ର ମାଧ୍ୟମରେ ଭାରତର ଜାତୀୟ ଡିଜିଟାଲ ଲାଇବ୍ରେରୀ ସହିତ ମଧ୍ୟ ସଂଯୋଗ ରହିବ। ସେ କହିଥିଲେ ଯେ ପାଠାଗାରରେ ଯୁବକମାନେ ସେମାନଙ୍କ ରୁଚି ଅନୁଯାୟୀ ବିଷୟ ଚୟନ କରିବା ଉଚିତ ଏବଂ ସେହି ବିଷୟଗୁଡ଼ିକ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ପଢ଼ିବା ଉଚିତ। ସେ କହିଥିଲେ ଯେ ଏହି ପାଠାଗାରରେ ୧ କୋଟି ଇ-ପୁସ୍ତକ ଉପଲବ୍ଧ ରହିଛି। ଦିଲ୍ଲୀର ଯୁବକମାନଙ୍କ ପାଇଁ ଏକ କୋଟି ଇ-ପୁସ୍ତକ ଏବଂ ୩୨,୦୦୦ ଭୌତିକ ପୁସ୍ତକ ମାଗଣାରେ ପାଇବା ପାଇଁ ଏହା ଏକ ବଡ଼ ସୁଯୋଗ।

ଅମିତ ଶାହ କହିଛନ୍ତି ଯେ, ଜୟପ୍ରକାଶ ନାରାୟଣ (ଜେପି) ଜଣେ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାନାୟକ ଏବଂ ବିପ୍ଳବୀ ଥିଲେ, ଯିଏ ନିଜ ଜୀବନକାଳ ମଧ୍ୟରେ ବିଭିନ୍ଧ ବିଚାରଧାରାକୁ ଆପଣେଇଥିଲେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିଲେ। ସେ ଭାରତ ଛାଡ଼ ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ। ସ୍ୱାଧୀନତା ପରେ ସେ ସରକାରରେ ସାମିଲ ହେବାକୁ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ସେ ସମାଜବାଦକୁ ଆପଣେଇବା ସହ ସୋସିଆଲିଷ୍ଟ କଂଗ୍ରେସ ପ୍ରତିଷ୍ଠା କରିଥିଲେ ଏବଂ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ତଥା ସର୍ବୋଦୟ ଦର୍ଶନକୁ ଦେଶର ଗାଁ ଗାଁରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିଥିଲେ। ଏହାସହ ସେ ଚମ୍ବଲ ଅଞ୍ଚଳର ୨୦୦ରୁ ଅଧିକ ଡକାୟତଙ୍କୁ ଆତ୍ମସମର୍ପଣ କରିବା ପାଇଁ ମଧ୍ୟ ରାଜି କରାଇଥିଲେ।

ଶ୍ରୀ ଶାହ କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ସମୟରେ ଜେପି ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ଭାବରେ ବିରୋଧ କରିଥିଲେ, ବିହାର ଓ ଗୁଜରାଟରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ‘ସମ୍ପୂର୍ଣ୍ଣ କ୍ରାନ୍ତି’ର ଡାକରା ଦେଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜେପି, ଅଟଳ ଜୀ, ଆଡଭାନୀ ଜୀ ଏବଂ ଅନ୍ୟ ହଜାର ହଜାର ନେତାଙ୍କୁ ଜେଲରେ ବନ୍ଦୀ କରାଯାଇଥିଲା। ସେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ହିଁ ଦିନକର ଜୀଙ୍କ ଦ୍ୱାରା ରଚିତ ସ୍ଲୋଗାନ “ଅନ୍ଧାରରେ ଏକ ଆଲୋକ, ଜୟପ୍ରକାଶ” ସାରା ଦେଶରେ ପ୍ରତିଧ୍ୱନିତ ହୋଇଥିଲା। ୧୯୭୭ ସାଧାରଣ ନିର୍ବାଚନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାୟବରେଲିରୁ ପରାଜିତ ହୋଇଥିଲେ ଏବଂ ଦେଶରେ ପ୍ରଥମ ଥର ପାଇଁ ଏକ ଅଣ-କଂଗ୍ରେସ ସରକାର କ୍ଷମତାକୁ ଆସିଥିଲା।

ଗୃହମନ୍ତ୍ରୀ ଦିଲ୍ଲୀର ସମସ୍ତ କିଶୋର ଏବଂ ଯୁବପିଢ଼ିଙ୍କୁ ‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ଆହ୍ୱାନ କରିଛନ୍ତି, ଯାହାକି ସେମାନଙ୍କର ଜ୍ଞାନର ପିପାସା ମେଣ୍ଟାଇବା ପାଇଁ ପ୍ରତିଷ୍ଠା କରାଯାଇଛି। ସେ ଯୁବପିଢ଼ିଙ୍କୁ ଏହି ପୁସ୍ତକାଳୟ ମାଧ୍ୟମରେ ନିଜ ଜୀବନକୁ ସମୃଦ୍ଧ କରିବା ସହ ୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭରଶୀଳ ଦେଶ ଭାବେ ଗଢ଼ିତୋଳିବାରେ ନିଜର ଅବଦାନ ରଖିବାକୁ ଅନୁରୋଧ କରିଛନ୍ତି।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech